ସିମେଣ୍ଟ ଟ୍ରକ ଓଲଟି ଡ୍ରାଇଭର ମୃତ

ଖଲ୍ଲିକୋଟ,୧୮ା୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ହରିଡ଼ାମୂଳ ଘାଟିରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରକ (ନଂ ଏପି୧୬ଟିଇ୨୧୫୯) ଭାରସାମ୍ୟ ହରାଇ ହରିଡ଼ାମୂଳ ଘାଟି ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ଟ୍ରକରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଖଲ୍ଲିକୋଟ ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଛି।


All Right Reserved By Dharitri.Com

କୋଇଲା ଉଦ୍ୟୋଗରେ ଶତପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତିବାଦରେ କୋଇଲା ଖଣି ଅଫିସ ସମ୍ମୁଖରେ ବିକ୍ଷୋଭ

ତାଳଚେର,୩।୯(ନି.ପ୍ର.): କୋଇଲା ଉଦ୍ୟୋଗରେ ଶତପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତିବାଦରେ ଅନୁଗୋଳ ଜିଲା ତାଳଚେର କୋଲ୍‌ଫିଲଡ୍ସରେ ଥିବା ସମସ୍ତ କୋଇଲା ଖଣିର ଟାଇମ ଅଫିସ ଓ...

ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ...

ବୌଦ୍ଧରେ ବନ୍ଦ ପାଳନ

ବୌଦ୍ଧ,୮।୧(ସ୍ବ.ପ୍ର.): ସାରା ଦେଶରେ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବୌଦ୍ଧରେ ମଧ୍ୟ ଏହି ବନ୍ଦ ଡାକରା...

ମାଗଣାରେ ପନିପରିବା, ମାସ୍କ ବଣ୍ଟନ କଲା ମିଶନ ଶକ୍ତି

କେସିଙ୍ଗା,୨୧।୪: କଳାହାଣ୍ଡି ଜିଲା କେସିଙ୍ଗାରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା ଓ ମାସ୍କ ବଣ୍ଟନ। ଏନ୍‌.ଏ.ସି. ସ୍ଥିତ ସାନପଡା, ଗୌଡ଼ପଡା ଓ ମାଝିପଡାରେ ମିଶନ ଶକ୍ତି...

ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଅମରପାଲି, ୧୦।୮ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ କିଛିଦିନ ତଳେ ହାତୀପଲ ଧାନ ପହ୍ଲା ନଷ୍ଟ କରିଥିଲେ। ଶୁକ୍ରବାର...

ଜାତିଗତ ପ୍ରମାଣପତ୍ରରେ ଅନିୟମିତତା: ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବନ୍ତ,୮।୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନିତାରାଣୀ ସେଠୀଙ୍କର ଜାତିଗତ ପ୍ରମାଣପତ୍ରରେ...

ଅଁଳା ପଞ୍ଚାୟତ ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍‌.ଏ.)- ପ୍ରବାସୀଙ୍କୁ ବାଇକ୍‌ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା...

ନିୟମ କଡ଼ାକଡ଼ି ହେବା ପୂର୍ବରୁ ଧରାପଡ଼ି ଗିରଫ ହେଲେ ମଦ୍ୟପ ଗାଡ଼ିଚାଳକ, ଦେବେ ୧୦ ହଜାର ଜରିମାନା

କଟକ ଅଫିସ,୩୦।୧୧: ରବିବାରଠାରୁ କଡ଼ାକଡ଼ି ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ। ଏହା ପୂର୍ବରୁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବାଙ୍କୀସ୍ଥିତ ଜାତ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *