ଭିନ୍ନ ଢଙ୍ଗରେ ସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ମିଶେଲଙ୍କ ସ୍ବାମୀ ବାରାକ ଓବାମା ତାଙ୍କୁ ଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ଓ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ ଏହି ବିଶେଷ ଦିନରେ ମିଶେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓବାମା ସ୍ତ୍ରୀଙ୍କ ସହ ୪ଟି ଫଟୋର ଏକ କୋଲାଜ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ କ୍ୟାମେରା ସାମ୍ନାରେ ଖୁବ୍‌ ମସ୍ତି କରୁଥିବା ନଜର ଆସିଛି। ଏହି ଫଟୋ ସହ ଓବାମା ଲେଖିଛନ୍ତି, ‘ଇନ୍‌ ଏଭ୍ରି ସିନ୍‌ ୟୁ ଆର୍‌ ମାଇଁ ଷ୍ଟାର’। ଗତବର୍ଷ ଅକ୍ଟୋବରରେ ଏହି ଦମ୍ପତି ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ।


All Right Reserved By Dharitri.Com

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି...

କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼...

ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି...

ନମସ୍ତେ କହି ଅଭିବାଦନ କଲେ କରୋନାଠାରୁ ରହିହେବ ଦୂରେଇ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୫।୩: ପୃଥିବି ସାରା କରୋନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୯୦,୦୦୦ରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିବାବେଳେ ୩,୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟି...

ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚାଇନାର ବିରୋଧ

ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍‌ଏସ୍‌ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି।...

ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି...

କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ...

ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍‌ ଟ୍ରେନ୍‌

ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ...

Leave a comment

Your email address will not be published. Required fields are marked *