ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌ ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣାରୁ ଏହି ଦାବି କରାଯାଇଛି। ଗବେଷକଙ୍କ ଅନୁସାରେ, ଯେଉଁ ବ୍ୟକ୍ତି ନିଜ ଭାବନାକୁ ଯେତିକି କୁଶଳତାରେ ବ୍ୟକ୍ତ କରିପାରେ, ସେ ସେତିକି ନିଜ କାମରେ ଆସୁଥିବା ଚ୍ୟାଲେଞ୍ଜ୍‌ର ସାମ୍ନା କରିପାରେ। ଏହି ଲେଖନୀ ଅଭ୍ୟାସ ଅବସାଦକୁ ଦୂର କରିଥାଏ ଏବଂ ଲୋକଙ୍କ ମନକୁ ସମ୍ପୂର୍ଣ୍ଣ ଭାବେ କାମରେ ଲଗାଇଥାଏ। ତେଣୁ ଡାଏରୀ ଲେଖିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ସୀମାରେ ଥିବା ଯବାନ୍‌ଙ୍କ ଅବସାଦ ଦୂର ପାଇଁ ଏହି ଉପାୟ ସବୁଠୁ ଶ୍ରେୟସ୍କର ବୋଲି ବିବେଚିତ କରାଯାଏ।


All Right Reserved By Dharitri.Com

ଆଲୋଭେରା, ରୂପଚର୍ଯ୍ୟା

ନିଜ ସୌନ୍ଦର୍ଯ୍ୟରେ ଚମକ ଆଣିବାକୁ ପ୍ରାୟ ସବୁ ମହିଳାଙ୍କର ଇଚ୍ଛା ଥାଏ। ବିୟୁଟିପାର୍ଲର ଯାଇ ସେଠାରେ ନିଜ ତ୍ୱଚାକୁ ନୂଆ ରୂପଦେବାକୁ ସେମାନେ ଚେଷ୍ଟା କରନ୍ତି।...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା,...

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ...

ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର...

ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ …

ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍‌ ରୋଗକୁ ମଧ୍ୟ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ କପେ…

ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା...

ଶୀତଦିନେ ଖାଆନ୍ତୁ ଅଁଳା

ଋତୁ ଅନୁଯାୟୀ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି। ତେବେ ଶୀତଦିନେ ପ୍ରଚୁର ପରିମାଣରେ ଅଁଳା ମିଳିଥାଏ। ଆଉ ଏହା...

ଗୃହିଣୀଙ୍କ ପାଇଁ..

ଚୋପା ଛଡ଼ାଇବା ପାଇଁ ସର୍ବପ୍ରଥମେ ରସୁଣକୁ ଏକ ବକ୍ସରେ ପୂରାଇ ରଖନ୍ତୁ। ପୁଣି ଡବା ବନ୍ଦ କରି ଦିଅନ୍ତୁ। ଏହା ପରେ ପରେ ଡବାରେ ଜୋର୍‌ରେ...

Leave a comment

Your email address will not be published. Required fields are marked *