Posted inଫୁରସତ

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ ଯାତ୍ରୀମାନଙ୍କୁ ବିରକ୍ତ ଲାଗିବନି। ଜାଣନ୍ତୁ ଏପରି ଏୟାରପୋର୍ଟ ସମ୍ପର୍କରେ…

ଇଞ୍ଚିୟାନ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ:


ଦକ୍ଷିଣ କୋରିଆସ୍ଥିତ ଏହି ଏୟାରପୋର୍ଟରେ ଯାତ୍ରୀମାନଙ୍କୁ ବିରକ୍ତ ନ ଲାଗିବା ପାଇଁ ଦୁଇଟି ସିନେମା ହଲ୍‌ ରହିଛି। ଏତଦ୍‌ବ୍ୟତୀତ ମ୍ୟୁଜିୟମ, ଶପିଂ ମଲ୍‌, ବୁଲାବୁଲି କରିବା ପାଇଁ ବଗିଚା ଏବଂ ଆଇସ୍‌ ସ୍କେଟିଂ ପାର୍କ ରହିଛି।

ସିଙ୍ଗାପୁର ଚାଙ୍ଗି ଏୟାରପୋର୍ଟ:


ଏହି ଏୟାରପୋର୍ଟରେ ଗାର୍ଡେନ୍‌, ଓ୍ବାଟରଫଲ୍‌ ରହିଛି। ଚାଙ୍ଗି ବିଶ୍ୱର ସବୁଠୁ ଦୀର୍ଘ ଏୟାରପୋର୍ଟ ସ୍ଲାଇଡ୍‌। ଏଠାରେ ଥିମ୍‌ ପାର୍କ ମଧ୍ୟ ଅଛି।

ହଂକଂ ଏୟାରପୋର୍ଟ:


ବିଶ୍ୱର ବିଳାସମୟ ଏୟାରପୋର୍ଟ ମଧ୍ୟରୁ ହଂକଂ ଏୟାରପୋର୍ଟ ଅନ୍ୟତମ। ଏଠାରେ ଆଇମେକ୍ସ ସିନେମା ହଲ୍‌ ଅଛି।

କ୍ୱାଲାଲମ୍ପୁର ଏୟାରପୋର୍ଟ:


ମାଲେସିଆର କ୍ୱାଲାଲମ୍ପୁର ଏୟାରପୋର୍ଟ ଖୁବ୍‌ ସୁନ୍ଦର। କଂକ୍ରିଟ୍‌ ରାସ୍ତା ଭିତରେ ବି ଏଠାରେ ସବୁଜ ବନାନୀ ଦେଖିବାକୁ ମିଳିବ।


All Right Reserved By Dharitri.Com

ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ।...

ରୁଟି କମ୍ବଳ: ଶିଶୁକୁ ଦେବ କ୍ୟୁଟ୍‌ ଲୁକ୍‌

ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍‌ର ପୋଷାକ, ଆସେସରିଜ୍‌ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ...

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

ମୋରୋକୋ ରାଜାଙ୍କ ୫ କୋଟି ଟଙ୍କାର ଘଣ୍ଟା ଚୋରି

ମୋରୋକୋ ରାଜା ମହମ୍ମଦ-VIଙ୍କ ଘରୁ ୩୬ଟି ଦାମୀ ଘଣ୍ଟା ଚୋରି ହୋଇଛି। ଏହି ଘଣ୍ଟାଗୁଡିକର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ୪୬ ବର୍ଷୀୟ ଜଣେ...

ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ...

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

Leave a comment

Your email address will not be published. Required fields are marked *