Posted inଜାତୀୟ

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼: ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ

ନୂଆଦିଲ୍ଲୀ,୨।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଏହି ପଦବୀ ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦବୀ ପାଇଁ ହିମାଚଳପ୍ରଦେଶର ଜେ.ପି.ନଡ୍ଡାଙ୍କ ନାମ ବେଶ୍‌ ଚର୍ଚ୍ଚାରେ ରହିଛି। ନଡ୍ଡାଙ୍କ ପରେ ରାଜସ୍ଥାନ ରାଜ୍ୟ ସଭା ଏମ୍‌ପି ଭୂପେନ୍ଦ୍ର ଯାଦବଙ୍କ ନାମ ନେଇ ମଧ୍ୟ ଆଲୋଚନା ହେଉଛି। ତେବେ ଅଧ୍ୟକ୍ଷ ଦୌଡ଼ରେ ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ ଥିବା କୁହାଯାଉଛି।


All Right Reserved By

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ...

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ...

କୁପଓ୍ବାରାରେ ବିସ୍ଫୋରଣ: ଜଣେ ଯବାନ ଆହତ

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ...

ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ରାଜନାଥ

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଜନ୍ମ...

ସ୍ବାମୀ ଚିନ୍ମୟାନନ୍ଦଙ୍କୁ ୭ ଘଣ୍ଟା ଜେରା: ପୀଡିତାଙ୍କ ସହ ଆଶ୍ରମ ପହଞ୍ଚିଲା ଏସ୍‌ଆଇଟି

ଲକ୍ଷ୍ନୌ,୧୩।୯: ଶାହାଜାହାନପୁର ନିବାସୀ ଆଇନ ଛାତ୍ରୀଙ୍କୁ ଯୌନ ଶୋଷଣା ମାମଲାରେ ଶେଷରେ ଏସ୍‌ଆଇଟି ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶୁକ୍ରବାର...

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି...

ବିଶ୍ୱ ସାକ୍ଷରତା ଦିବସ: ଭାରତରେ ୨୮ କୋଟିଙ୍କୁ ଜଣାନାହିଁ ପଢ଼ିବା ଲେଖିବା

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଥାଏ। ଏହା ୧୯୬୭ଠାରୁ ପାଳିତ ହେଉଛି। ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରା ଜାରି ରଖିଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *