Posted inଜାତୀୟ

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଛପାକ’

ଭୋପାଳ,୯।୧: ବଲିଉଡ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ଫିଲ୍ମକୁ ମଧ୍ୟପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏବେ ଦୀପିକା ଏହାର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ବୁଧବାର ଜେଏନ୍‌ୟୁ ଘଟଣାକୁ ନେଇ ସେ ଆସିଥିଲେ ଚର୍ଚ୍ଚାକୁ। ସୂଚନାଯୋଗ୍ୟ, ୨୦୦୫ରେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କୁ ଏସିଡ୍‌ ଆଟାକ୍‌ ଘଟଣାକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏଥିରେ ଦୀପିକା ମୁଖ୍ୟ ଭୂମିକାରେ ନଜର ଆସିବେ।


All Right Reserved By Dharitri.Com

କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍‌ ତଲାକ...

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

ବୁମେରାଂ ପାଲଟିଲା ବ୍ରହ୍ମାସ୍ତ୍ର: ପାଓ୍ବାର ଦେଖାଇଲେ ପାଓ୍ବାର

ମୁମ୍ବାଇ,୨୭ା୧୧: କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। କାରଣ ଉଭୟ କ୍ଷେତ୍ରରେ ଯେଉଁ ଦଳ ମ୍ୟାଚ୍‌ ହାରୁଛି ଭଳି ଦେଖାଯାଉଥିବ ଶେଷ ମୁହୂର୍ତ୍ତରେ ସେହି ଦଳ...

କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଲେ ସ୍ବାମୀ

ପାଟନା,୧୮।୧୦:ବିହାରର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଇଛନ୍ତି ସ୍ବାମୀ। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,...

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ...

ହରିୟାଣା କ୍ୟାବିନେଟର ହେଲା ସମ୍ପ୍ରସାରଣ

ଚଣ୍ଡିଗଡ଼,୧୪।୧୧: ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର...

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ...

Leave a comment

Your email address will not be published. Required fields are marked *