ଆମେରିକା ଏୟାର ବେସ୍‌ ଉପରେ ଇରାନର ଆକ୍ରମଣ ଘଟଣା: ଟ୍ରମ୍ପ୍‌ କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ୱାଶିଂଟନ,୮।୧: ଆମେରିକା ଏୟାର ବେସ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇରାନର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ୱାଶିଂଟନ ଓ ତେହରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନର ଜବାବୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍‌ କରି ‘ଅଲ୍‌ ଇଜ୍‌ ଓ୍ବେଲ୍‌’ କହିଛନ୍ତି। ଆମେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଏବଂ ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ଓ ଦକ୍ଷତା ସମ୍ପନ୍ନ ସେନାବାହିନୀ ରହିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକା ଏୟାର ବେସ ଉପରେ ମିସାଇଲ ମାଡ କରାଯାଇଥିଲା


All Right Reserved By Dharitri.Com

ହୋସ୍‌ନି ମୁବାରକ୍‌ଙ୍କ ପରଲୋକ

କାଇରୋ, ୨୬ା୨(ପି.ଟି.): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକ୍‌ଙ୍କ ମଙ୍ଗଳବାର କାଇରୋ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୩୦...

ଆମେରିକାର ପ୍ରଥମ କରୋନା ମୃତକଙ୍କ ହୃତ୍‌ପିଣ୍ଡ ଫାଟିଯାଇଥିଲା

ନ୍ୟୁୟର୍କ,୩୦ା୪: ମହାମାରୀ କରୋନାର ସର୍ବାଧିକ ପ୍ରକୋପ ଆମେରିକାରେ ଦେଖିବାକୁ ମିଳୁଛି। ଅଦ୍ୟାବଧି ଦେଶରେ ପ୍ରାୟ ସାଢ଼େ ୧୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୬୦ହଜାରରୁ...

କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !

ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦...

ମାସ୍କ, ଔଷଧ ଯୋଗାଇବାକୁ ଭାରତକୁ ନେତାନ୍ୟାହୁଙ୍କ ଅନୁରୋଧ

ଜେରୁଜେଲମ୍‌, ୧୫।୩(ପି.ଟି.): ବିଶ୍ୱବ୍ୟାପୀ କରୋନା ଯନ୍ତ୍ରଣା ବଢ଼ିଚାଲିଥିବା ବେଳେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ମାସ୍କ ଏବଂ...

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ: ୧୦ ବର୍ଷରେ ଲକ୍ଷେ ୬୦ ହଜାର ଚିହ୍ନଟ

ଇସଲାମାବାଦ୍‌,୧୧।୯: ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ ଦେଖାଦେଇଛି। ଗତ ୧୦ ବର୍ଷ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇ ଲକ୍ଷେ ୬୦ ହଜାରରେ...

ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା...

Leave a comment

Your email address will not be published. Required fields are marked *