ଆହାର କେନ୍ଦ୍ର ପରିଦର୍ଶନ, ଖାଦ୍ୟର ମାନ ଯାଞ୍ଚ କଲେ ସମ୍ବଲପୁର ଆର୍‌ଡିସି

ସମ୍ବଲପୁର, ୭।୧(ବ୍ୟୁରୋ): ସମ୍ବଲପୁର ଜିଲା ଉତ୍ତରାଞ୍ଚଳ ଆର୍‌ଡିସି ନିରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନର ଦ୍ୱିତୀୟ ଦିନରେ ମଙ୍ଗଳବାର ସମ୍ବଲପୁର ସହରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଲକ୍ଷ୍ମୀ ଟକିଜ୍‌ ନିକଟସ୍ଥ ଆହାର କେନ୍ଦ୍ରକୁ ଯାଇଥିଲେ। ପରେ ଜିଲା ସଦର ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଖାଇଥିଲେ। ଖାଦ୍ୟର ମାନ ଯାଞ୍ଚକରି ଅଧିକ ସଫାସୁତରା ଲାଗି ପରାମର୍ଶ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲାପାଳ ତଥା ମହାନଗର ନିଗମ କମିଶନର ଲିଙ୍ଗରାଜ ପଣ୍ଡା, ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି ଉପସ୍ଥିତ ଥିଲେ।


All Right Reserved By Dharitri.Com

ହରିପୁର ଘାଟରୁ ବେଆଇନ ବାଲି ଚାଲାଣ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ପ୍ରତାପପୁର ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀର ହରିପୁର ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ସ୍ଥାନୀୟ...

ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ...

କେରଳ ବନ୍ୟାରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଶେରଗଡ଼,୧୧ା୮(ଡି.ଏନ.ଏ.): ଶେରଗଡ଼ ବ୍ଲକର ଦଶମୁଣ୍ଡଳୀ, ଶେରଗଡ଼ ଓ ଆସିକା ବ୍ଲକର ସୁନମୋହି ଗ୍ରାମର ବହୁବ୍ୟକ୍ତି କେରଳ କାଲିକଟ ମଙ୍ଗୁଆ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଜୁଲାଇ...

ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା

ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ...

ବାଟବନା ହେଇଛେ ଆମ ଗାଁ ଆମ ବିକାଶ ଯୋଜନା:ମଉଲିକ ସୁବିଧାରୁ ବଁଚିତ କୁଡ଼ାପଡ଼ାବାସୀ

ଜାମଟିକ୍ରା, ୧୮।୪ (ଡି.ଏନ.ଏ):  ଗାଁଗଁଲିର ବିକାଶ ଲାଗି ଚଲତି ବଛର ପଞ୍ଚାୟତିରାଜ ଦିବସଠାନୁ ରାଏଜ୍‌ ସରକାର ‘ଆମ ଗାଁ ଆମ ବିକାଶ’ କାଯ୍‌କରମ ଆରମ୍‌ କରିଛନ୍‌।...

୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା

ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

ଜିଲାପାଳଙ୍କ ଅଚାନକ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ଯକ୍ଷ୍ମା ରୋଗୀଙ୍କୁ ଖୁଆଇଲେ ଔଷଧ

ମୁନିଗୁଡ଼ା,୧୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଅଚାନକ ମେଡିକାଲରେ ପହଞ୍ଚି ଡ. ସଞ୍ଜୟ କୁମାରଙ୍କୁ...

Leave a comment

Your email address will not be published. Required fields are marked *