ଜେଏନ୍‌ୟୁ ହିଂସାର ତଦନ୍ତ ଭାର ନେଲା କ୍ରାଇମ୍‌ ବ୍ରାଞ୍ଚ୍‌: ୩ ଦଳରେ ବିଭକ୍ତ ହେଲା ଟିମ୍‌

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ଯାଇଛି। ମାମଲା ହସ୍ତାନ୍ତର ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତି କରିଛି। ଇତିମଧ୍ୟରେ ତଦନ୍ତ କରୁଥିବା ଦଳକୁ ୩ ଭାଗରେ ବିଭକ୍ତ କରାଯାଇଛି।

ପ୍ରତି ଦଳକୁ ଭିନ୍ନ ଭିନ୍ନ ତଦନ୍ତରେ ଲଗାଯାଇଛି। ପ୍ରଥମ ଦଳ ଜେଏନ୍‌ୟୁ ପରିସରରେ ତଦନ୍ତ କରୁଥିବାବେଳେ ଦ୍ୱିତୀୟ ଦଳ ସିସି ଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ ଚିହ୍ନଟ ଅଭିଯୁକ୍ତଙ୍କ ଗିରଫ କରିବାରେ ନିୟୋଜିତ ରହିଥିବା କୁହାଯାଉଛି। ସେହିପରି ତୃତୀୟ ଦଳ ଭାଇରାଲ ଭିଡ଼ିଓ ଏବଂ ହ୍ବାଟସ୍‌ଆପ୍‌ ଦ୍ୱାରା ହିଂସା ସମୟରେ ଛାତ୍ରୀଛାତ୍ରଙ୍କୁ ଉସୁକେଇବା କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଚିହ୍ନଟ ଲାଗି କାର୍ଯ୍ୟ ଆରମ୍ଭ କରିଛି।


All Right Reserved By Dharitri.Com

କର୍‌ତାରପୁର କରିଡ଼ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ:ଜାତିସଂଘ ମହାସଚିବ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍‌ତାରପୁର କରିଡ଼ର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର...

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ଉଡ଼ାଣ କରିବ ତେଜସ୍‌

ବେଙ୍ଗାଲୁରୁ,୧୭।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌ ଉଡ଼ାଣ କରିବ। ସେପ୍ଟେମ୍ବର ୧୯ରେ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ...

କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫

ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ...

କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା

ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ସ୍ତ୍ରୀ,ପୁଅ ସହ ଥାନାକୁ ଗଲେ ଆଜମ ଖାନ

ରାମପୁର,୨।୧୦: ଉତ୍ତରପ୍ରଦେଶ ରାମପୁରରେ ଥିବା ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ ବୁଧବାର ନିଜର ବୟାନ ରେକର୍ଡ ପାଇଁ ଥାନାରେ ପହଞ୍ଚିଛନ୍ତି। ଥାନାକୁ ଆଜମଙ୍କ ସହ...

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ...

ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍‌କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା...

ପିଲାଙ୍କ ସ୍କୁଲ ବ୍ୟାଗରେ ଚାଉଳ ଭର୍ତ୍ତି କରି ଅଡୁଆରେ ଶିକ୍ଷକ

ହୋଲି(ଚମ୍ବା),୨୫।୬: ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗରୁ ବହି ଖାତା କାଢି ଚାଉଳ ଭର୍ତ୍ତି କରିବା ଜଣେ ଶିକ୍ଷକଙ୍କୁ...

Leave a comment

Your email address will not be published. Required fields are marked *