ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି ,୫ା୧(ଡି.ଏନ.ଏ.)-ଆର.ଉଦୟଗିରି ଥାନାର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଶନିବାର ପୁଣି ବିପୁଳ ମରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା ଅଞ୍ଚଳ ସମେତ ନୂଆଗଡ଼ ବ୍ଲକ ଉଦୟପୁର ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ଏକ ପାହାଡ ଉପରେ ୩୧.୭୭ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡ଼ି ଦିଆଯାଇଛି। ଆର.ଉଦୟଗିରି ତହସିଲିଦାର ସ୍ମୃତିରଞ୍ଜନ ଶତପଥୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ ଅବକାରୀ ଓଆଇସି ଜି.ସୁରିବାବୁ ଓ ରାଜସ୍ବ ଏବଂ ବନ ବିଭାଗର କର୍ମଚାରୀମାନେ ଚଢାଉରେ ସାମିଲ ଥିଲେ।


All Right Reserved By Dharitri.Com

ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଜଗତ୍‌ସିଂହପୁର ଅଫିସ୍‌/ତିର୍ତ୍ତୋଲ,୨୦ା(ଡି.ଏନ.ଏ.): କନକପୁରସ୍ଥିତ ମା’ଶାରଳା ମନ୍ଦିରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ନାମକ ସେବାୟତଙ୍କୁ ୩ଜଣ ମରଣାନ୍ତକ ଆକ୍ରମଣ...

କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଧୁବଲ: ଟଁକା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା, ୨୫।୧୨ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ପଁଚେତ୍‌ ସାନଟିକା ଗଁାର ଧୁବଲ ପଧାନ(୪୫)। ଦୁଇ ବଛର ହେଲା କିଡ୍‌ନୀ ରୋଗ୍‌ରେ ପୀଡ଼ିତ...

ପିକ୍‌ନିକ୍‌ ସ୍ପଟ୍‌ରେ ଗଣ୍ଡଗୋଳ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୨୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେବଦର୍ହା ପିକନିକ୍‌ ସ୍ପଟ୍‌ରେ ରବିବାର ସଂଘଟିତ ଗଣ୍ଡଗୋଳ ଘଟଣାରେ ଜଗଦଲପୁର ଥାନା ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ...

ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ।...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

ମିଳିନାହିଁ ୨୦୧୬ ଖରିଫ ଫସଲକ୍ଷତିର କ୍ଷତିପୂରଣ: ବୀମା ପାଇଁ ଆସି ନିରାଶରେ ଫେରିଲେ ଚାଷୀ

ବରଗଡ଼ ଅଫିସ୍‌,୯।୭- ବରଗଡ଼ ଜିଲାରେ ୨୦୧୯ ଖରିଫ ଫସଲ ଚାଷକାର୍ଯ୍ୟ ଜୋର୍‌ ଧରିଛି । ହେଲେ ଏ ପର୍ଯ୍ୟନ୍ତ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ...

ଅଷ୍ଟମ ଦିନରେ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା

ଯାଜପୁର ଟାଉନ,୨୮।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଷୋଡ଼ଶୋପଚାର ପୂଜା ଶନିବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଚଳିତ ବର୍ଷ ଦୂର୍ଗାପୂଜାରେ ତିଥି କ୍ଷୟ ଯୋଗୁ...

ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା କୋଠା

ରାଇସୁଆଁ, ୧୮।୧୧(ଡି.ଏନ.ଏ.)-ସରକାର ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ଗୃହ ନିର୍ମାଣ ଠାରୁ ଆରମ୍ଭ କରି...

Leave a comment

Your email address will not be published. Required fields are marked *