Posted inଜାତୀୟ

ସୀମାରେ ଅନୁପ୍ରବେଶ ଅପେକ୍ଷାରେ ୨୫୦ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୪ା୧(ଆଇଏଏନ୍‌ଏସ୍‌): ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ପାଖାପାଖି ୨୫୦ ପାକିସ୍ତାନୀ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି। ସେମାନେ ପ୍ରତିଦିନ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଶୁକ୍ରବାର କହିଛନ୍ତି। ଏଲ୍‌ଓସି ଅପରପାର୍ଶ୍ୱରେ ୨୦ରୁ ୨୫ ଲଞ୍ଚ୍‌ ପ୍ୟାଡ୍‌ ସକ୍ରିୟ ରହିଛି। ଭାରତୀୟ ସେନା ସେଗୁଡ଼ିକ ଉପରେ କଡ଼ା ନଜର ରଖିଥିବା ସେନାଧ୍ୟକ୍ଷ କହିଛନ୍ତି। ଗତବର୍ଷ ବାୟୁସେନା ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରି ଆତଙ୍କବାଦୀଙ୍କ ଶିବିର ଧ୍ୱଂସ କରିଦେଇଥିଲା। ଏବେ ପାକିସ୍ତାନ ଉକ୍ତ ଶିବିରକୁ ପୁଣିଥରେ ସକ୍ରିୟ କରିଛି। ତେଣୁ ପାକ୍‌ ପୁଣିଥରେ ଉତ୍ତେଜନା ସୃଷ୍ଟି ପାଇଁ ଯୋଜନା କରୁଥିବାରୁ ସତର୍କ ହେବାକୁ ପଡିବ ବୋଲି ନୂଆ ସେନାମୁଖ୍ୟ କହିଛନ୍ତି।


All Right Reserved By Dharitri.Com

୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ...

ଗଣେଶ ପୂଜାରେ ବାଣ ଫୁଟାଇଲେ ଅବା ଚାନ୍ଦା ମାଗିଲେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ,୨୦।୮: ପାଖେଇ ଆସିଲାଣି ଗଣେଶ ପୂଜା। ଏବେଠାରୁ ଏହାପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୋଲିସ ମଧ୍ୟ...

ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ...

କର୍ତ୍ତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୪।୧୦: ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡରକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି...

ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ...

କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।...

ବିଜୟଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ ତମ ଜୟନ୍ତୀ ଅବସରରେ ବିଜୟଘାଟରେ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,...

ଗୁଜରାଟ ଉପକୂଳରେ ୫ ପାକିସ୍ତାନୀ ବୋଟ୍‌ ଜବତ

ଗାନ୍ଧିନଗର,୧୨।୧୦: ଗୁଜରାଟ କଚ୍ଛ ଉପକୂଳରେ ୫ଟି ପାକିସ୍ତାନୀ ବୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍‌ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି।...

Leave a comment

Your email address will not be published. Required fields are marked *