ମୁହଁରୁ ବ୍ରଣ ଦୂର କରିବା ପାଇଁ ଜାଣନ୍ତୁ ଉପଚାର

କେବଳ ତେଲିଆ ତ୍ୱଚାପାଇଁ ମୁହଁରେ ନାଲି ବ୍ରଣ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଏହା ଭୁଲ। କୌଣସି କାରଣରୁ ଏହିପରି ହୋଇଥାଇପାରେ। ତେବେ ଆପଣଙ୍କଠାରେ ଯଦି ଏହି ସମସ୍ୟା ଦେଖାଯାଉଛି ତେବେ କିଛି ପ୍ରମୁଖ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

– ମୁହଁକୁ ବାରମ୍ବାର ଧୋଇବା ଫଳରେ ଏହା ଭଲ ହୋଇଯାଇଥାଏ ବୋଲି ଅନେକେ କହିଥାନ୍ତି। ତେବେ ଏହା ଏକ ପ୍ରକାର ମନଗଢ଼ା କଥା। ମାତ୍ର ଏହାର ମାନେ ନୁହେଁ ମୁହଁ ଧୋଇବା ଉଚିତ ନୁହେଁ। ତେବେ ମୁହଁଙ୍କୁ ୨ ଥର ଭଲ ଫେସ୍‌ଓ୍ବାଶରେ ଧୋଇବା ଜରୁରୀ।

ଏହାର କୌଣସି ଚିକିତ୍ସା ନ ଥାଏ ବୋଲି ଅନେକେ ଭାବନ୍ତି । ମାତ୍ର ଆପଣ ଯଦି ଠିକ୍‌ ଭାବେ ଏହାର ଉପଚାର କରିବେ, ସଠିକ୍‌ ଜୀବନଶୈଳୀ ଆପଣାଇବେ ତେବେ ଏହା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।

ଯଦି କୌଣସି ଉପଚାର ପରେ ମଧ୍ୟ ଏହା କମ୍‌ ହୋଇ ନ ଥାଏ ଆସ୍ଥା ହରାଇ ଚିକିତ୍ସା ବନ୍ଦ କରନ୍ତୁ ନାହିଁ। ଅନ୍ୟ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

କିଛି ଲୋକ ଏଥିରୁ ମୁକ୍ତିପାଇବା ପାଇଁ ମୁହଁରେ ଟୁଥ୍‌ପେଷ୍ଟ ଲଗାଇ ଥାନ୍ତି ମାତ୍ର ଏହା ତା’ର ସଠିକ୍‌ ଉପଚାର ନୁହେଁ।
ଅନେକେ ଭାବିଥାନ୍ତି ବ୍ରଣ ହୋଇଥିବା ଲୋକେ ମଶ୍ଚରାଇଜର ବ୍ୟବହାର କରିବା ଉଚିତ ହୋଇ ନ ଥାଏ । ମାତ୍ର ବାସ୍ତବରେ ତାହା ଅଧିକ ଲାଭବାନ ହୋଇଥାଏ।


All Right Reserved By Dharitri.Com

ଘରେ କରନ୍ତୁ ଲେମ୍ବୁରେ ମେନିକିଓର୍‌

ହାତ ଓ ନଖର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତିକମ୍‌ରେ ମାସକୁ ୨ରୁ ୩ ଥର ମେନିକିଓର୍‌ କରାଇନେବା ଉଚିତ। ବିୟୁଟି ପାର୍ଲରରେ ଅନେକ ପ୍ରକାର ପଦ୍ଧତି...

ସୁନିଦ୍ରା ପାଇଁ….

* ପ୍ରତ୍ୟେକ ଦିନ ଶୋଇବା ଏବଂ ଉଠିବାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ଦିନକୁ ଅନ୍ତତଃ ୬ ରୁ ୭ ଘଣ୍ଟା ଶୋଇବା ଜରୁରୀ। *...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ…

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ମଦ୍ୟପାନ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ...

ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ...

ଏଚ୍‌ଆଇଭି ପୀଡ଼ିତଙ୍କ ଲାଗି ନୂଆ ଆଶା

ବୈଜ୍ଞାନିକମାନେ ମୂଷାର ଡିଏନ୍‌ଏରୁ ସଫଳତାର ସହ ଏଚ୍‌ଆଇଭି ଦୂର କରିପାରିଛନ୍ତି। ଏହି ପଦ୍ଧତି ଆଗକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବ ଓ ସଫଳତା ମିଳିବ ବୋଲି ଗବେଷକମାନେ...

ପନିର ଲେଟ୍‌ମିକାଏ

ପନିର ଲେଟ୍‌ମିକାଏ ସ୍ନାକ୍ସ ଆଇଟମ୍‌ ଭେଜିଟେରିଆନଙ୍କର ଅଧିକ ପସନ୍ଦ। କ୍ରିସ୍‌ପି ଲାଗୁଥିବା ଏହି ପକୋଡାଟି ଚିଲି ଓ ଟମାଟୋ ଦୁଇଟି ଯାକ ସସ୍‌ରେ ଖାଇହେବ। ସଫ୍ଟ...

ପହଁରିଲେ ସୁସ୍ଥ ରହେ ହୃତ୍‌ପିଣ୍ଡ

ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍‌ପିଣ୍ଡ ଫିଟ୍‌ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍‌। ନିକଟରେ ଆମେରିକାର ହାର୍ଭାର୍ଡ...

କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *