ଜାତୀୟ ଉସୁ: ଦିବ୍ୟମୋହନଙ୍କୁ ରୌପ୍ୟ

ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା ତେଲିସିଂହା ଗ୍ରାମର ଦିବ୍ୟମୋହନ ପ୍ରଧାନ। ପ୍ରତିଯୋଗିତାରେ ଓଡ଼ିଶାରୁ ୧୮ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

ଉସୁର ସିଂ ୟେ କ୍ବାନ୍‌ ଇଭେଣ୍ଟରେ ୩୫ ଜଣ ଖେଳାଳି ଭାଗ ନେଇଥିବାବେଳେ ଦିବ୍ୟମୋହନ ଉତ୍କୃଷ୍ଟ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଉସୁ ଆସୋସିଏଶନ ସଭାପତି ଏସ୍‌.ଏସ୍‌. ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଦିବ୍ୟମୋହନ ମଣିପୁରରେ ଉସୁ ତାଲିମ ନେଇଛନ୍ତି। ଏବେ ସେ ପଞ୍ଜାବର ପଟିଆଲାରେ ପ୍ରଶିକ୍ଷଣ ନେଉଛନ୍ତି। ଏଥିପୂର୍ବରୁ ଜାତୀୟ ଉସୁ ଚାମ୍ପିୟନ୍‌ଶିପ୍‌ରେ ସେ ବହୁ ପଦକ ଜିତିଛନ୍ତି। ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଉସୁ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।


All Right Reserved By Dharitri.Com

ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି।...

କାର୍ଯ୍ୟରେ ଅବହେଳା, ଏସ୍‌ଆଇ ନିଲମ୍ବିତ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ଗଞ୍ଜାମ ପୋଲିସ ଜିଲା ଅଧିନ ପାଟପୁର ଥାନାର ସବ୍‌ ଇନ୍ସପେକ୍ଟର ପ୍ରିତୀ ମଞ୍ଜରୀ ଗଡନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ...

୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ...

୧୬୫୦ କେଜି ଆବର୍ଜନା ସଂଗ୍ରହ କଲେ ଛାତ୍ରୀଛାତ୍ର

ଗୋପାଳପୁର,୧୮ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ତରଫରୁ ସ୍ବଚ୍ଛ ନିର୍ମଳ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଏକ...

ରାସ୍ତା ମଝିରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଡେରାବିଶ,୨୫।୧୧(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ଦାନପୁର ପର୍ଯ୍ୟନ୍ତ ୧୨ ନଂ କେନାଲ୍‌ ବନ୍ଧର ମୁକୁନ୍ଦପୁର ଗ୍ରାମ ନିକଟରେ ଏକ...

ସରକାରୀ ସ୍କୁଲ ବନ୍ଦକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୮ା୬-କମ୍‌ ଉପସ୍ଥାନ ଦର୍ଶାଇ ଗଞ୍ଜାମ ଜିଲାର ୪୭ ସରକାରୀ ସ୍କୁଲକୁ ଚଳିତ ବର୍ଷ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଏହାକୁ ମାନବ ଅଧିକାର...

ଅବହେଳା ପାଇଁ ଆଖି ବୁଜିଲେ ଛାତ୍ରୀ: କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ପରିବାର ଲୋକେ

ସିମୁଳିଆ, ୮।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମ୍ନୀ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅପରାହ୍ନ ୫ଟା...

୧୨ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର

ସଜନାଗଡ଼,୧୮।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ କାଣ୍ଡଗରଡ଼ିହି ପଞ୍ଚାୟତ ଶିକିରିଆ ଗ୍ରାମରୁ ବୁଧବାର ୧୨ ଫୁଟ୍‌ ଲମ୍ବର ଏକ ଅଜଗର ସାପ...

Leave a comment

Your email address will not be published. Required fields are marked *