Posted inଜାତୀୟ

ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ଯୋଗୀ ସରକାରଙ୍କ ନୂଆବର୍ଷ ଭେଟି: ବର୍ଷକୁ ମିଳିବ ୬ ହଜାର

ଲକ୍ଷ୍ନୌ, ୨୮।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ନୂଆବର୍ଷ ଭେଟି ଦେବାକୁ ଯୋଜନା କରିଛନ୍ତି। ବର୍ଷକୁ ଏଭଳି ମୁସଲମାନ୍‌ ମହିଳାଙ୍କୁ ୬ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଛାଡ଼ପତ୍ର ପାଇଥିବା ହିନ୍ଦୁ ମହିଳାଙ୍କୁ ମଧ୍ୟ ଏହି ସୁଯୋଗ ମିଳିବ। ଏନେଇ ଆସନ୍ତା ସପ୍ତାହରେ କ୍ୟାବିନେଟ୍‌ ବୈଠକ ବସିବାର ସମ୍ଭାବନା ରହିଥିବା କୁହାଯାଉଛି। ସେହିଭଳି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ରାଜ୍ୟରେ ଏକ ସର୍ଭେ ଜାରି ରହିଛି। ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍‌ କରାଯିବ।


All Right Reserved By Dharitri.Com

ମୃତ୍ୟୁ ନିଆଁରେ ରାଜନୀତି

ନୂଆଦିଲ୍ଲୀ,୯ା୧୨: ଦିଲ୍ଲୀର ଅନାଜ ମଣ୍ଡି ନିଆଁରେ ଜଳିଯାଇଛି ୪୩ ଜୀବନ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏଥିରେ ବି ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି...

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର...

ଜଳପ୍ରଳୟରୁ ବଞ୍ଚାଇଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ସାଙ୍ଗଲି,୧୨।୮: ଗତ କିଛି ଦିନ ହେବ ମହାରାଷ୍ଟ୍ର ସାଙ୍ଗଲିରେ ବନ୍ୟା ବିତ୍ପାତ ଦେଖାଦେଇଛି। ସେଠାରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ଲୋକଙ୍କୁ...

କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ହଜାରିବାଗ୍‌, ୧୦ା୨: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଓ୍ବାର୍ଡ ନଂ. ୨୪ର କୁମ୍‌ହାର ଟୋଲିରେ ନିର୍ମିତ ଏହି ପ୍ରତିମୂର୍ତ୍ତିରେ ଗାନ୍ଧିଜୀ...

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯...

ବୁଡି ଗଲାଣି ଅଧା ଭାରତ

ନୂଆଦିଲ୍ଲୀ,୧୮।୮: ଲଗାଣ ବର୍ଷାରେ ଦେଶର ଅଧିକାଂଶ ଭାଗରେ ବନ୍ୟା ସୃଷ୍ଟି ହୋଇଛି। ଅଧା ଭାରତ ବନ୍ୟାରେ ବୁଡି ଗଲାଣି କହିଲେ ଚଳେ। ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀ, ୟମୁନୋତ୍ରୀ...

ପୁଲଓ୍ବାମା ଆକ୍ରମଣ: ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କଲା ସିଆର୍‌ପିଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୪।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ସିଆର୍‌ପିଏଫ୍‌ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା...

Leave a comment

Your email address will not be published. Required fields are marked *