Posted inଜାତୀୟ

ଅଯୋଧ୍ୟାରେ ଆକ୍ରମଣ ପାଇଁ ଜୈଶ୍‌ର ଷଡ଼ଯନ୍ତ୍ର: ଧରାପଡ଼ିଲା ମାସୁଦ୍‌ ଅଝାରଙ୍କ ଗୁପ୍ତବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଅଯୋଧ୍ୟାରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଷଡ଼ଯନ୍ତ୍ର ରଚିଛି। ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଝାରଙ୍କ ଏକ ଗୁପ୍ତବାର୍ତ୍ତା ଭାରତୀୟ ଗୋଇନ୍ଦା ବିଭାଗ ହାତରେ ଧରାପଡ଼ିଛି। ଗୁପ୍ତବାର୍ତ୍ତା ମିଳିବା ପରେ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟରେ ରଖି ଅଯୋଧ୍ୟା ସମେତ ଦେଶର ପ୍ରମୁଖସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ବସ୍ତୁ, ଯାନବାହନ ଏବଂ ବ୍ୟକ୍ତି ବିଶେଷଙ୍କର ଯାଞ୍ଚ୍‌ କରାଯାଉଛି।


All Right Reserved By Dharitri.Com

ବଦଳିଲେ ଭାଜପାର ରାଜ୍ୟ ଅଧ୍ୟକ୍ଷ

ଭୋପାଳ,୧୫।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ.ପି. ନଡ୍ଡା କେତେକ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇଥିବା ଜଣାପଡ଼ିଛି। ଶନିବାର ରାକେଶ ସିଂହଙ୍କ ସ୍ଥାନରେ ବିଷ୍ଣୁ ଦତ୍ତ ଶର୍ମାଙ୍କୁ...

କେନ୍ଦ୍ର ସରକାର ପୁଡୁଚେରୀକୁ ଟ୍ରାନ୍ସଜେଣ୍ଡର ଘୋଷଣା କରିଦିଅନ୍ତୁ: ଭି.ନାରାୟଣସାମୀ

ପୁଡୁଚେରୀ,୨୨।୧୧:କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ। ଯେତେବେଳେ ଯାହା ମନ ହେଉଛି ସରକାର ଆମ ଉପରେ ସେହି ହିସାବରେ ବ୍ୟବହାର କରୁଛନ୍ତି।...

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି...

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧...

କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ...

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି...

ତୁର୍କୀରୁ ଆସିବ ୧୧ ହଜାର ଟନ ପିଆଜ

ନୂଆଦିଲ୍ଲୀ,୧।୧୨: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି...

୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି।...

Leave a comment

Your email address will not be published. Required fields are marked *