Posted inଜାତୀୟ

ବାଇକ୍‌ରେ ଭାରତରୁ ଲଣ୍ଡନ ଯାତ୍ରା କରିବେ ୩ ମହିଳା

ସୁରଟ,୩୧।୫: ଗୁଜରାଟ ସୁରଟର ବାଇକ୍‌ ରାଇଡର୍ସ ଗ୍ରୁପର ୩ ମହିଳା ‘ବାଇକିଂ କୁଇନ୍‌’ ଭାରତରୁ ଲଣ୍ଡନ ଯାତ୍ରା କରିବାକୁ ବାହାରିଛନ୍ତି। ଏହି ଯାତ୍ରା ସମୟରେ ଏମାନେ ୨୫ ଦେଶ ଓ ୩ ମହାଦେଶ ଏସିଆ, ୟୁରୋପ ଓ ଆଫ୍ରିକା ଅତିକ୍ରମ କରିବେ। ଜୁନ୍‌ ୫ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରଣାସୀରୁ ଏମାନଙ୍କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବେ।


All Right Reserved By

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା...

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ...

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ...

ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍‌) କର୍ମୀ

ବେଙ୍ଗାଲୁର,୨୨।୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ବିସ୍ଫୋରଣରେ ୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହିି ଘଟଣାରେ କର୍ନାଟକର ୨ ଜନତା ଦଳ ସେକ୍ୟୁଲାର...

‘ସବୁ ଏକ୍‌ଜିଟ୍‌ ପୋଲ୍‌ ମିଛ ନୁହେଁ’

ଶ୍ରୀନଗର,୨୦।୫: ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସବୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କେବେହେଲେ...

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି...

ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ: ୪ ଶହ କୋଟିର ପ୍ଲଟ୍‌ ସିଲ

ଲକ୍ଷ୍ନୌ,୧୮।୭: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହା ଅନ୍ତର୍ଗତ ଉତ୍ତରପ୍ରଦେଶ ନୋଏଡ଼ାଠାରେ ଥିବା ତାଙ୍କର ୪ଶହ...

୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *