Posted inଜାତୀୟ

ଶପଥ ଗ୍ରହଣ ପୂର୍ବରୁ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୩୦।୫: ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳୁ ମୋଦି ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାପରେ ସେ ଟୁଇଟରରେ କିଛି ଫଟୋ ଶେୟାର କରି ବାଜପେୟୀଙ୍କୁ ମନେ ପକାଇଛନ୍ତି। ମୋଦି ଲେଖିଛନ୍ତି ଆଜି ଯଦି ବାଜପେୟୀ ଥାଆନ୍ତେ ତେବେ ବହୁତ ଖୁସି ହୋଇ ଥାଆନ୍ତେ। ତେବେ ବାଜପେୟୀଙ୍କ ଆଦର୍ଶ ଆମକୁ ଗରିବ ତଥା ଅବହେଳିତ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ଶାସନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ଟୁଇଟରରେ ସେ ଆହୁରି ମଧ୍ୟ ଲେଖିଛନ୍ତି କି ଚଳିତ ବର୍ଷ ଆମେ ବାପୁଙ୍କର ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛେ। ତେଣୁ ତାଙ୍କରି ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ ଦେଶ ଶାସନ କରିବାକୁ ଶକ୍ତି ମିଳିବ।


All Right Reserved By

ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ

ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ...

ୟେଦୁରପ୍ପାଙ୍କୁ ମୋଦି-ଶାହଙ୍କ ନିର୍ଦ୍ଦେଶ: ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ନ କରନ୍ତୁ

ବେଙ୍ଗାଲୁର,୧।୬: ମଳିନ ପଡିଯାଇଛି କର୍ନାଟକ ଭାଜପା ଅଧ୍ୟକ୍ଷ ବିଏସ୍‌ ୟେଦୁରପ୍ପାଙ୍କ ଆଶା। ତାଙ୍କୁ ଲାଗିଛି ଏକ ଶକ୍ତ ଧକ୍କା। କାରଣ ଶୁକ୍ରବାର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ...

କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍‌ ଦେବୁନି: କେସିଆର୍‌

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ...

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି...

ନନ୍ଦା ଦେବୀରୁ ଠାବ ହେଲା ୫ ମୃତଦେହ

ଡେରାଡୁନ,୩।୬: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି।...

କଏଦୀ ପେଟ୍ରୋଲ ପମ୍ପ୍‌ରେ କରିବେ କାମ

ପଟିଆଲା,୪।୬: ପଞ୍ଜାବରେ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ କାମ କରିବାର ସୁଯୋଗ ଦିଆଯିବ। ସ୍ଥାନୀୟ କେନ୍ଦ୍ରୀୟ ଜେଲ୍‌ରଟ୍ରେନିଂ ସ୍କୁଲ ସମ୍ମୁଖରେ ଥିବା ଥାପ୍ପର ବିଶ୍ୱବିଦ୍ୟାଳୟ ନିକଟରେ ଏହି...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *