Posted inଜାତୀୟ

ମୋଦିଙ୍କ ହାତରେ ଭାରତ ସୁରକ୍ଷିତ ନୁହେଁ: ରବୀନ୍ଦ୍ର ଚୌବେ

ରାୟପୁର,୧୨।୧୨: ଉତ୍ତର-ପୂର୍ବ ଭାରତରେ ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହାଇଛି ତାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର କୃଷିମନ୍ତ୍ରୀ ତଥା କଂଗ୍ରେସ ନେତା ରବିନ୍ଦ୍ର ଚୌବେ। ଗୁରୁବାର ସେ କହିଛନ୍ତି ଭାରତ ମୋଦିଙ୍କ ହାତରେ ସୁରକ୍ଷିତ ନୁହେଁ। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଏହା କହିଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ସହ ଆଲୋଚନା କରିବା ଉଚିତ୍‌ ଯାହା ମୋଦି କରି ନାହାନ୍ତି ବୋଲି ସେ କହିଛନ୍ତି। ଯେଉଁମାନେ ଆମ ସମ୍ବିଧାନ ଗଢିଛନ୍ତି ତାହା ଗୋଟିଏ ଦିନରେ ନୁହେଁ ବରଂ ଏଥିପାଇଁ ବର୍ଷ ବର୍ଷ ସମୟ ଲାଗିଛି। କିନ୍ତୁ ଏବେ କେନ୍ଦ୍ର ସରକାର ଏହାକୁ କ୍ଷଣକରେ ପରିବର୍ତ୍ତନ କରିବା ଅର୍ଥ ହେଉଛି ସେମାନେ ସେମାନଙ୍କର ବିଫଳତାର ପ୍ରମାଣ ଦେଉଛନ୍ତି। ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସେମାନଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦରକାର। କାରଣ ଦେଶ ହିଟଲରଙ୍କ ନୀତିରେ ଚାଲିବ ନାହିଁ ବରଂ ଏକତା ଓ ଜନତାଙ୍କ ଗ୍ରହଣଯୋଗ୍ୟତାକୁ ନେଇ ଚାଲିବ ବୋଲି ଚୌବେ କହିଛନ୍ତି।


All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏହି ରସରୁ ଚାମୁଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମେଦବହୁଳତାର ଶିକାର ହୋଇଥାନ୍ତି। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।...

ସିଦ୍ଧାର୍ଥ ଶୁକ୍ଳା ‘ବିଗ୍‌ ବସ୍‌ ୧୩’ ବିଜେତା

ମୁମ୍ବାଇ,୧୬ା୨: ବିଗ୍‌ ବସ୍‌ ହାଉସ୍‌ରେ ଦୀର୍ଘ ମାସର ସଂଘର୍ଷ ପରେ ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ଘୋଷିତ ହୋଇଛନ୍ତି। ‘ଦିଲ୍‌ ସେ...

ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ

ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ...

ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏହି କଥାବର୍ତ୍ତା ସମୟରେ ଉଭୟ ନେତା କହିଛନ୍ତି...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ବିକ୍ରମ ଭାଙ୍ଗିନି, ଢଳିରହିଛି

ବେଙ୍ଗାଲୁରୁ/ଚେନ୍ନାଇ,୧୦ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହୋଇଥିଲେ ହେଁ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଶା ହରାଇନାହିଁ।...

ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା

ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ...

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ...

Leave a comment

Your email address will not be published. Required fields are marked *