Posted inଖେଳ

କ୍ରିକେଟ୍‌କୁ ଫେରିବା ପାଇଁ ମ୍ୟାକ୍ସଓ୍ବେଲ୍‌ଙ୍କ ପ୍ରସ୍ତୁତି

ମେଲବୋର୍ନ, ୬।୧୨ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଖୁସି ଖବର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଲାଗି ମ୍ୟାକ୍ସଓ୍ବେଲ ନିକଟରେ ସାମୟିକ ସମୟ ପାଇଁ କ୍ରିକେଟ୍‌ରୁ ବିରତି ନେଇଥିଲେ। ଏବେ ସେ ନିଜର ଘରୋଇ ଦଳ ଭିକ୍ଟୋରିଆରେ ଟ୍ରେନିଂ ଆରମ୍ଭ କରିଥିବା ଜଣାପଡ଼ିଛି। ଭିକ୍ଟୋରିଆ ପ୍ରିମିୟର ଲିଗ୍‌ରେ ସେ ଫିତଜୋରୀ ଡୋନକାଷ୍ଟର କ୍ଲବ ପକ୍ଷରୁ ୩ଟି ମ୍ୟାଚ୍‌ ଖେଳିଛନ୍ତି। ୩୧ ବର୍ଷୀୟ ମ୍ୟାକ୍ସଓ୍ବେଲ ଏଥିସହ ସିଫିଲ୍ଡ ସିଲ୍ଡ ପ୍ରତିଯୋଗିତାରେ ଭିକ୍ଟୋରିଆ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛ। ଗୁରୁବାର ସେ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ନେଟ୍ସରେ ବୋଲିଂ କରିଥିଛନ୍ତି। ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରଠାରୁ ସିଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳାଯିବ। ଗତ ଅକ୍ଟୋବରରେ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ମ୍ୟାକ୍ସଓ୍ବେଲ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ କ୍ରିକେଟ୍‌ରୁ ସାମୟିକ ବିରତି ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

ଅଲୋଡ଼ା ରେକର୍ଡ :ଚନ୍ଦ୍ରଶେଖରଙ୍କ ସମକକ୍ଷ ହେଲେ ଶାମି

କିଙ୍ଗଷ୍ଟନ, ୨।୯- ଏଠାରେ ଚାଲିଥିବା ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ...

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭...

ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ...

୩୩୨ ରନ୍‌ରେ ବେଙ୍ଗଲ ସୀମିତ

ଭୁବନେଶ୍ୱର,୨୧।୨- କଟକର ଟାଙ୍ଗିସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ କ୍ୱାର୍ଟର ଫାଇନାଲରେ ବେଙ୍ଗଲ ଦଳକୁ ଓଡ଼ିଆ ବୋଲରମାନେ ୩୩୨ ରନ୍‌ରେ ସୀମିତ ରଖିଛନ୍ତି। ଶୁକ୍ରବାର...

ଫେଡରରଙ୍କୁ ହରାଇବା ପାଇଁ ଚିଟିଂ କରିଥିଲେ ମିଲମ୍ୟାନ

ମେଲବୋର୍ନ,୨୫।୧(ଏଏଫ୍‌ପି)- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଶୁକ୍ରବାର ୫ ସେଟ୍‌ ବିଶିଷ୍ଟ ମାରାଥନ ମ୍ୟାଚ୍‌ରେ ଜନ ମିଲମ୍ୟାନଙ୍କୁ ହରାଇଥିଲେ। ମ୍ୟାଚ୍‌ର ଫଳାଫଳ ଟାଇବ୍ରେକରରେ ବାହାରିଥିଲା।...

ରାହୁଲଙ୍କୁ ସମସ୍ୟା କରିବନି ନୂଆ ବଲ୍‌

ମୁମ୍ବାଇ, ୨୨ା୬ (ପି.ଟି.)-ଚଳିତ ବିଶ୍ୱକପ୍‌ରେ ନୂଆ ବଲ୍‌କୁ ସାମ୍ନା କରିବା କେ.ଏଲ୍‌. ରାହୁଲଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...

ବ୍ୟାଟିଂ ବେଳେ ଫିଲ୍ଡ ସେଟ୍‌ କଲେ ଧୋନୀ

କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ...

ଜାଡେଜାଙ୍କୁ କ୍ଷମା ମାଗିଲେ ମଞ୍ଜରେକର

ମାେଷ୍ଟେର,୧୧।୭(ପି.ଟି.)- ଶେଷରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କ୍ଷମା ମାଗିଛନ୍ତି। ଜାଜେଡାଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ମଞ୍ଜରେକର ବେଶ୍‌ ବିବାଦୀୟ...

Leave a comment

Your email address will not be published. Required fields are marked *