Posted inଖେଳ

ବର୍ଷା ସତ୍ତ୍ୱେ ଧାଡ଼ିରେ ଛିଡ଼ା ହେଲେ ପ୍ରଶଂସକ

ଭିଏନ୍ନା,୨୯।୫- ଶହ ଶହ ପ୍ରଶଂସକ ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ କିମ୍ବଦନ୍ତୀ ଫର୍ମୁଲା ଓ୍ବାନା ଡ୍ରାଇଭର ନିକି ଲୌଡ଼ାଙ୍କ ଶେଷ ଦର୍ଶନ କରିଛନ୍ତି। ୩ ଥର ବିଶ୍ୱ ଚାମ୍ପିୟନଙ୍କ ମରଶରୀରକୁ ତାଙ୍କ ସହର ଭିଏନ୍ନାସ୍ଥିତ ସେଣ୍ଟ ଷ୍ଟିଫେନ୍ସ କାଥେଡ୍ରାଲରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଲୌଡ଼ାଙ୍କ ସ୍ତ୍ରୀ ବ୍ରିଟ୍‌ ଓ ଦୁଇ ପୁଅ କଫିନରେ ନାଲି ଓ ଧଳା ରଙ୍ଗର ହେଲମେଟ ରଖିଥିଲେ। ୧୯୭୬ରେ ଏକ ରେସ୍‌ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ସେଥିରେ ତାଙ୍କ ଶରୀର ପ୍ରାୟ ଜଳିଯାଇଥିଲା ଏବଂ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଥିଲା। କିନ୍ତୁ ସେ ସୁସ୍ଥ ହୋଇ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏଥିଲାଗି ଫର୍ମୁଲା ଓ୍ବାନ ରେସର ପ୍ରଶଂସକଙ୍କ ଦୃଦୟରେ ସେ ସର୍ବଦା ଉଜ୍ଜୀବିତ ରହିବେ।


All Right Reserved By

Posted inଖେଳ

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌...

ସୌଭାଗ୍ୟଙ୍କୁ ଆଇରନ ମ୍ୟାନ ଟାଇଟଲ

କଟକ ଅଫିସ,୩୧ା୭-ଓଡ଼ିଶାର ସୌଭାଗ୍ୟ କୁମାର ରଥ ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆଇରନ ମ୍ୟାନ ପ୍ରତିଯୋଗିତାର ସବୁ ରାଉଣ୍ଡକୁ ସଫଳତାର...

ଧୋନୀଙ୍କୁ କୋହଲିଙ୍କ ଭୂୟସୀ ପ୍ରଶଂସା

ମାଞ୍ଚେଷ୍ଟର,୨୮।୬ (ପି.ଟି.)- ବିଶ୍ୱକପ୍‌ରେ ଗତ କେତୋଟି ମ୍ୟାଚ୍‌ରେ ମନ୍ଥର ବ୍ୟାଟିଂ କରି ବେଶ୍‌ ସମାଲୋଚିତ ହୋଇଥିବା ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କୁ କିନ୍ତୁ ଅଧିନାୟକ ବିରାଟ...

କ୍ରିକେଟ ଇତିହାସରେ ପ୍ରଥମ

ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ...

ରାଜ୍ୟଗୋଷ୍ଠୀ ଟିଟି:୧୫ରେ ପହଞ୍ଚିବ ଦଳ, ୧୬ରେ ଅଭ୍ୟାସ; ଜର୍ସି, ପାକିସ୍ତାନ ଯୋଗଦେବା ନେଇ ସନ୍ଦେହ

କଟକ ଅଫିସ,୧୦ା୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣ କ୍ରମେ ପାଖେଇ ଆସିଛି। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇନଡୋର...

ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା...

ରୋହିତଙ୍କ ଛକା ରେକର୍ଡ

ଲଡରହିଲ, ୫ା୮- ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ଶର୍ମା ସମ୍ପୂର୍ଣ୍ଣ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ କ୍ୟାରିୟରର...

ନିଜ ରେକର୍ଡ ଭାଙ୍ଗିଲେ ଆନସ, ହିମାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଭାରତୀୟ ଧାବକ ମହମ୍ମଦ ଆନସ ଚେକ୍‌ ରିପବ୍ଲିକର କ୍ଲାଡନୋଠାରେ ଅନୁଷ୍ଠିତ କ୍ଲାଡନୋ ମେମୋରିଆଲ ଆଥ୍‌ଲେଟିକ ମିଟ୍‌ର ପୁରୁଷ ୪୦୦ ମିଟର ରେସ୍‌ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *