Posted inଜାତୀୟ

ଉନ୍ନାଓରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି

ଲକ୍ଷ୍ନୌ,୫।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ପୁରନରାବୃତ୍ତି ହୋଇଛି। ଏଠାରେ ଜଣେ ବଳାତ୍କାର ପୀଡିତା ଯୁବତୀଙ୍କୁ ଜଳାଇବାକୁ ଉଦ୍ୟମ କରାଯାଇଛି। ଅଭିଯୁକ୍ତ ୫ ଜଣ ଯୁବତୀଙ୍କୁ ଏକ କ୍ଷେତରେ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡିଛନ୍ତି। ଏମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଫେରାର ଅଛନ୍ତି। ତେବେ ଯୁବତୀଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିବା ସୂଚନା ମିଳିଛି। ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଇ ଦିଆଯାଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚରେ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। ଏବେ ତାଙ୍କୁ ଜଳାଇବା ଘଟଣାରେ ପୂର୍ବରୁ ବଳାତ୍କାର ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି।


All Right Reserved By Dharitri.Com

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ...

ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା

ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ...

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା: ଦଳ ଛାଡି ଟିଆରଏସରେ ଯୋଗଦେବେ ୧୨ ବିଧାୟକ

ହାଇଦ୍ରାବାଦ, ୬।୬: ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକ ଦଳ ଛାଡି କେ. ଚନ୍ଦ୍ରଶେଖର ରାଓଙ୍କ...

କମଲେଶ ହତ୍ୟାକାଣ୍ଡ: ଅପରାଧୀଙ୍କୁ ଧରାଇଦେଲେ ୨.୫ ଲକ୍ଷ ପୁରସ୍କାର

ଲକ୍ଷ୍ନୌ,୨୨ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧଙ୍କୁ ଧରାଇଦେଲେ ୨.୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଉତ୍ତରପ୍ରଦେଶ...

ମାଓବାଦୀଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ: ଯବାନ ଆହତ

ରାଜନନ୍ଦଗାଁଓ,୧୮।୪: ଛତିଶଗଡ଼ର ରାଜନନ୍ଦଗାଁଓ ନିକଟରେ ମାଓବାଦୀଙ୍କ ଦ୍ୱାରା ଗୁରୁବାର କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆଇଟିବିପିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। କନଷ୍ଟେବଳ ମାନ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

ସେଓ ବଗିଚାରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରରେ ଥିବା ‘ଗୋଲ୍ଡେନ’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ। କଶ୍ମିରୀବାସୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ ଆତଙ୍କବାଦୀମାନେ ଏଭଳି କାମ...

୮୩% ଆତଙ୍କବାଦୀ ଟେକାମାଡ଼କାରୀ

ଶ୍ରୀନଗର,୩ା୮: ଜମ୍ମୁ-କଶ୍ମୀରରେ ଅସ୍ତ୍ର ଧରୁଥିବା ୮୩% ଆତଙ୍କବାଦୀ ପୂର୍ବରୁ ଟେକାମାଡ଼କାରୀ ଥିଲେ। ସେମାନେ ଆତଙ୍କବାଦୀ ସାଜିବା ପରେ ଅଧିକ ସମୟ ବଞ୍ଚତ୍ ପାରିବେ ନାହିଁ। ଦିନ...

Leave a comment

Your email address will not be published. Required fields are marked *