Posted inଜାତୀୟ

୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍‌ ରହିଥିବାର ସଙ୍କେତ

ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍‌ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ ୪୦ ଫୁଟ ଉଚ୍ଚତାରୁ ଝୁଲି ରହି ଏଭଳି କରିଛନ୍ତି। ଏହା ସହିତ ସେ ହାତରେ ମାଇକ୍ରୋଫୋନ୍‌ ଧରି ସମସ୍ତଙ୍କୁ ଫିଟ୍‌ ରହିବା ପାଇଁ ଆହ୍ବାନ ଜଣାଇଛନ୍ତି। ସେ ଦେଶର ସମସ୍ତ ଖେଳ ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍‌ ମଧ୍ୟ ଦେଇଛନ୍ତି।


All Right Reserved By Dharitri.Com

୩ ଫୁଟ ବରଫ ଚାଦରରେ ଢାଙ୍କି ହେଲା ବଦ୍ରିନାଥ

ଚାମୋଲି,୧୨।୧: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏଠାରେ ତୁଷାରପାତ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ...

ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗଳିପଡ଼ିଲେ ଜିଲାପାଳ

ବାରାଣସୀ,୧୯।୯: ପୂର୍ବାଞ୍ଚଳ ବାରାଣସୀ ସମେତ ବହୁ ଆଖପାଖ ଜିଲାରେ ଗଙ୍ଗାର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳଗୁଡିକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।...

ମାନବିକ ସଙ୍କଟ ଆଶଙ୍କା

ନୂଆଦିଲ୍ଲୀ,୨ା୯: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ପ୍ରକାଶିତ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଯୋଗ୍ୟ ଦର୍ଶାଯାଇ ବାଦ୍‌ ଦିଆଯାଇଛି। ବେଆଇନ...

ଉତ୍ତର ପ୍ରଦେଶରେ ପୋଲିସ ଉପରକୁ ପଥରମାଡ଼ କଲେ ବିକ୍ଷୋଭକାରୀ

ଗୋରଖପୁର,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳକୁ ବେଳ ଉଗ୍ରରୂପ ନେବାରେ ଲାଗିଲାଣି। ଶୁକ୍ରବାର କେତେକ ସ୍ଥାନରେ ଲୋକେ...

ଆନ୍ଧ୍ର ପ୍ରଦେଶର ନୂଆ ଶିକ୍ଷାନୀତି ଆଣିପାରେ ପରିବର୍ତ୍ତନ

ବିଜୟଓ୍ବାଡା,୧୨।୧୧: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନମୋହନ ରେଡ୍ଡୀ କିଛିଦିନ ପୂର୍ବରୁ ଘୋଷଣା କରିଥିଲେ କି ଯେଉଁ ଗରିବ ମା’ମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉଛନ୍ତି...

ଏହି ଗଛ ଦିଏ ବର୍ଷାର ଆଗୁଆ ସୂଚନା…

ଗୁଜରାଟରେ ରହିଛି କିଛି ଗଛ ଯିଏ ବର୍ଷା ସମ୍ପର୍କରେ ସୂଚନା ଦେଇଥାନ୍ତି । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା...

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୪।୩: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି। ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି।...

Leave a comment

Your email address will not be published. Required fields are marked *