Posted inଫୁରସତ

ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି

ସବୁ ଦମ୍ପତି ସନ୍ତାନ ସୁଖ ଚାହାନ୍ତି। କିନ୍ତୁ କୌଣସି କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡୁର ଇଦ୍ୟୁମ୍ବନ ମନ୍ଦିର ଦର୍ଶନ କଲେ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି। ଯେଉଁ ମହିଳା ଏଠାକୁ ସନ୍ତାନ ପ୍ରାପ୍ତି ପାଇଁ ଆସନ୍ତି ତାଙ୍କ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଠାରେ ଭଗବାନଙ୍କୁ ପ୍ରସାଦ ଭାବେ ଲେମ୍ବୁ ଚଢାଯାଏ। ପରେ ଯେଉଁ ଦମ୍ପତି ନିଃସନ୍ତାନ ଥାନ୍ତି ତାଙ୍କୁ ଏହା ଖାଇବାକୁ ଦିଆଯାଏ। ଫଳରେ କିଛିଦିନ ପରେ ସେମାନଙ୍କୁ ଘରକୁ ଖୁସି ଖବର ଆସିଥାଏ ବୋଲି ବିଶ୍ୱାସ ଅଛି। ଏହି ମନ୍ଦିରରେ ଲେମ୍ବୁ ନିଲାମ ରଖାଯାଏ। ମନ୍ଦିରର ଏଭଳି ବିଶେଷତ୍ତ୍ୱ ଜାଣି ଦେଶରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲିବାକୁ ଆସନ୍ତି। ବର୍ଷକେ ଥରେ ମନ୍ଦିରରେ ଏକ ମେଳାର ଆୟୋଜନ କରାଯାଏ। ଏହା ୯ ଦିନ ବ୍ୟାପି ଚାଲିଥାଏ।


All Right Reserved By Dharitri.Com

୭୦ ବର୍ଷ ଧରି ଟ୍ରାଫିକ୍‌ ଜାମ୍‌

ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍‌ ଜାମ୍‌ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି...

ବିଶ୍ୱର ସବୁଠୁ ଦାମୀ କେକ୍‌, ଯାହା ଦେଖିବାକୁ ସୁନ୍ଦରୀ ଯୁବତୀ ସଦୃଶ

ବିଭିନ୍ନ ପ୍ରକାରର କେକ୍‌ ଦେଖିଥିବେ। କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍‌ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ...

କଥା କହେ ଫଟୋ

ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ...

କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍‌ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର

ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍‌ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା...

ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ...

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା...

ଚା’ ବିକି ମାସକୁ ୧୨ ଲକ୍ଷ ଆୟ କରୁଥିବା ବ୍ୟକ୍ତି

ଚା’ ବାଲାକୁ ନେଇ  ଅନେକ କଥା ଶୁଣିଛୁ। ତେବେ ଏମିତି ଆଉ ଏକ କଥା ଏବେ ସମ୍ମୁଖକୁ ଆସିଛି, ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟରେ...

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ...

Leave a comment

Your email address will not be published. Required fields are marked *