Posted inଜାତୀୟ

ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩୨ ରାଷ୍ଟ୍ରୀୟ ରାଇଫଲସ୍‌, ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ ଏବଂ ସିଆର୍‌ପିଏଫ୍‌ ୯୨ ବାଟାଲିୟନ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେଶନ୍‌ରେ ସ୍ଥାନୀୟ ଦାଲରି ଜଙ୍ଗଲରୁ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରୁଛି ପାକିସ୍ତାନ

ଶ୍ରୀନଗର,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରାଉଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଏଡିଜି...

କାର୍ଯ୍ୟଭାର ଗ୍ରହଣ କଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗୁରୁବାର ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ...

୪୩ ବର୍ଷ ପରେ ମେ ମାସରେ ବାତ୍ୟା: ୫ ରାଜ୍ୟର ୯୦ ଜିଲା ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା...

୫ ବର୍ଷ ଶହେ ଦିନରେ କେତେ ନିଯୁକ୍ତି ଦେଇଛନ୍ତି ଭାଜପା ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬।୯ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଭାଜପା ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ପଚାରିଛନ୍ତି ଗତ...

ଏଏପିିରେ ସାମିଲ ହେବେ ନୂତନ ଠାକୁର

ଲକ୍ଷ୍ନୌ,୨।୩: ବରିଷ୍ଠ ଓକିଲ ତଥା ସାମାଜିକ କର୍ମକର୍ତ୍ତା ନୂତନ ଠାକୁର ଖୁବ୍‌ଶୀଘ୍ର ଆମ ଆଦମୀ ପାର୍ଟି (ଏଏପି)ରେ ସାମିଲ ହୋଇପାରନ୍ତି। ସେ ପୂର୍ବରୁ ମଧ୍ୟ ଏଏପିରେ...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଜେଡିୟୁରେ ଫାଟ

ପାଟନା,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ସୋମବାର ରାତିରେ ଲୋକ ସଭାରେ ଗୃହୀତ ହେବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।...

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ...

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର...

Leave a comment

Your email address will not be published. Required fields are marked *