ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ବିଟ୍ଟି, ଅକ୍ଷୟ କୁମାର, ଟ୍ବିଙ୍କଲ ଖାନ୍ନା ଓ ନତାରାଙ୍କ ସହ ଏକ ମଲ୍ଟିଫ୍ଲେକ୍ସ ବାହାରେ ଦେଖାଯାଇଥିଲେ। ଏବେ ସେ ତାଙ୍କ ୮୦ ତମ ଜନ୍ମଦିନ ପାଳନ କରିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।


All Right Reserved By Dharitri.Com

ନାବାଳକ ପାଟିରେ ୫୨୬ ଦାନ୍ତ

ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ...

ପ୍ରଥମ ଦିନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଉ ଏହା ପରେପରେ ସେ ତୁରନ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ...

ସିମି ଆତଙ୍କବାଦୀ କେମିକାଲ୍‌ ଅଲ୍ଲୀ ଗିରଫ

ରାୟପୁର,୧୨।୧୦: ଜଣେ ସିମି ଆତଙ୍କବାଦୀଙ୍କୁ ରାୟପୁର ପୋଲିସ ଗିରଫ କରିଛି। ସେ ୬ ବର୍ଷ ଧରି ଫେରାର ଥିବା ପୋଲିସ କହିଛି। ୨୦୧୩ରେ ବୋଧଗୟା ଏବଂ...

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ...

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ...

ଉନ୍ନାଓ ପୀଡ଼ିତା ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଉନ୍ନାଓ,୧୩।୧: ଉତ୍ତରପ୍ରଦେଶ ଉନ୍ନାଓର ବଳାତ୍କାରୀ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଙ୍ଗଳବାର ତିସ୍‌ ହଜାରି କୋର୍ଟରେ...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

Leave a comment

Your email address will not be published. Required fields are marked *