ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଥଣ୍ଡାଯୋଗୁ ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟା କମ୍‌ ହେବାରୁ ଗ୍ରହଣ କରାଯାଉଥିବା ଖାଦ୍ୟ ପଦାର୍ଥ ହଜମ ହେବା ଲାଗି ଅନ୍ୟ ଦିନ ତୁଳନାରେ ଶୀତଦିନେ ଅଧିକ ସମୟ ନେଇଥାଏ। ତେଣୁ ଶରୀରର ଓଜନ ବଢ଼ିଯାଇଥାଏ। ଏହା ସହିତ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଚା, କଫି ଆଦି ପିଇଥାନ୍ତି। ଏହା ଯୋଗୁ ମଧ୍ୟ ଶରୀର ଓଜନରେ ବୃଦ୍ଧି ଘଟିଥାଏ। ଥଣ୍ଡାରେ ଛଣାଛଣି ଖାଇବା ପ୍ରତି ବହୁ ଲୋକଙ୍କର ଆଗ୍ରହ ରହିଥାଏ। ଏସବୁ ଖାଦ୍ୟପଦାର୍ଥ ଶରୀରର ଓଜନ ବଢ଼ାଇ ଦେଇଥାଏ। ତେଣୁ କେତେକ ସତର୍କତା ଅବଲମ୍ବନ କଲେ ଏଭଳି ସମସ୍ୟା ସହଜରେ ଦୂର ହୋଇଥାଏ।


All Right Reserved By Dharitri.Com

ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡର ‌: ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ

ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ...

ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗ: ୧୨ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର

ନୂଆଦିଲ୍ଲୀ,୧୧।୬: ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗରେ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ବରିଷ୍ଠ...

କରୋନାକୁ ନେଇ ସାର୍କ ରାଷ୍ଟ୍ରଙ୍କୁ ଭାରତର ବାର୍ତ୍ତା: ପ୍ରସ୍ତୁତ ରୁହ, ଭୟ କରନାହିଁ

ନୂଆଦିଲ୍ଲୀ,୧୬।୩(ପି.ଟି.): ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ମିଳିତ ଜରୁରୀ ପାଣ୍ଠି ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ...

ବେଜିଂକୁ ଦୋଷଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୩: ଅରୁଣାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବହୁବାର ସ୍ପଷ୍ଟ ଭାବେ ଚାଇନାକୁ ବୁଝାଯାଇଛି। ତଥାପି...

ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ

ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି।...

ବିହାର ଜେଲ୍‌ରେ ଛଟ୍‌ ପର୍ବର ଆସର

ପାଟନା,୧।୧୧: ବିହାରୀ ସମ୍ପ୍ରଦାୟର ମୁଖ୍ୟ ପର୍ବ କୁହାଯାଉଥିବା ଛଟ୍‌ ପାଇଁ ଏବେଠାରୁ ଗଁାରୁ ସହର ସଜେଇ ହେଲାଣି। ବିହାରର ଗଳି କନ୍ଦି ଠାରୁ ଆରମ୍ଭ କରି...

୧୦ ଲକ୍ଷ ପ୍ରବାସୀ ଘରକୁ ଗଲେଣି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୫: ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ପ୍ରବାସୀ ଟ୍ରେନ୍‌ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ଏଯାବତ୍‌ ରେଲଓ୍ବେ ୮୦୬ଟି ଶ୍ରମିକ ସ୍ପେଶାଲ ଟ୍ରେନ...

ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର

ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ...

Leave a comment

Your email address will not be published. Required fields are marked *