Posted inଫୁରସତ

ନିଆରା ପ୍ରତିଯୋଗିତା: ବିବାହ ପୋଷାକରେ ଦୌଡ଼ିଲେ ୩୦୦ ପ୍ରତିଯୋଗୀ, ଜାଣନ୍ତୁ କେତେ ଥିଲା ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌

ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ଠାରେ। ଯେଉଁଥିରେ ଏକା ସାଙ୍ଗରେ ୩୦୦ ପ୍ରତିଯୋଗୀ ଅର୍ଥାତ୍‌ ନବ ବିବାହିତା କନ୍ୟା ଭାଗନେଇଥିଲେ। ତାହା ପୁଣି ବିବାହ ପୋଷାକରେ ସେମାନଙ୍କୁ ଦୌଡ଼ିବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତା ଜିତିଥିବା କନ୍ୟାଙ୍କୁ ୭୧ ଲକ୍ଷ ଟଙ୍କାର ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌ ଦିଆଯାଇଛି। ଏପରି ପ୍ରତିଯୋଗିତା ବ୍ୟାଙ୍କକ୍‌ରେ ପ୍ରତିବର୍ଷ ଆୟୋଜନ କରାଯାଇଆସୁଛି। ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌ ଦେଇ ବିବାହକୁ ଆହୁରି ସ୍ମରଣୀୟ କରାଯାଇଛି। ଗତବର୍ଷ ନଭେମ୍ବରରେ ମଧ୍ୟ ଏପରି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଜୟୀ ହୋଇଥିବା କନ୍ୟାଙ୍କୁ ୪୩ ଲକ୍ଷ ପ୍ରଦାନ କରାଯାଇଥିଲା।


All Right Reserved By Dharitri.Com

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ...

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି...

ଗାଁରେ ହୁଏନି କେବେ ବି ବର୍ଷା

ସାନା,୧୯।୩: ପୃଥିବୀର ବିଭିନ୍ନ ଅଞ୍ଚଳରେ ବହୁ ରୋଚକ ରହସ୍ୟ ରହିଛି। ଭାରତର ମେଘାଳୟରେ ଥିବା ଗାସିନରାମ ଗାଁରେ ସର୍ବଧିକ ବର୍ଷା ହୋଇଥାଏ। ତେବେ ଏଭଳି ଗାଁ...

ଚାରିଗୋଡ଼ିଆ ଦୌଡ଼ରେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ

ଉଷେନ୍‌ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତୋଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ...

ପିଲାଙ୍କ ପାଠପଢ଼ା ଶେଷ ପରେ ୫୫ ବର୍ଷରେ ଆଇନରେ ଡିଗ୍ରୀ ସହ ୪ ଗୋଲ୍ଡ ମେଡାଲ ହାସଲ କଲେ ମହିଳା

ଗାନ୍ଧିନଗର,୩୦।୧: ପାଠପଢ଼ାର କୌଣସି ବୟସ ନ ଥାଏ। ଯେ କୌଣସି ବୟସରେ ମଧ୍ୟ ଜଣେ ପାଠପଢ଼ି ପାରିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁଜରାଟର ୫୫...

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର...

Leave a comment

Your email address will not be published. Required fields are marked *