ସୁଜୟଙ୍କ ପ୍ରଶଂସାରେ ସୋନମ

ସୋନମ କପୁରଙ୍କ ମୁହଁରେ ଏବେ ସୁଜୟ ଘୋଷଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। କାରଣ ସୁଜୟଙ୍କ ଆଗାମୀ ରିମେକ୍‌ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ଏହି ଅଫର ତାଙ୍କୁ ଦିଆଗଲା ସେତେବେଳେ ସେ ଆଗପଛ ବିଚାର ନ କରି ହଁ ଭରିଥିଲେ। ଆଉ ଏବେ ଯୁଆଡ଼େ ଗଲେ ନିର୍ଦ୍ଦେଶକ ସୁଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ‘ସୁଜୟଙ୍କ ପରି ନିର୍ଦ୍ଦେଶକଙ୍କ ସହ କାମ କରିବା ଛୋଟିଆ କଥା ନୁହେଁ। ଥରେ ତାଙ୍କ ସହ ମୋର ଭେଟ ହୋଇଥିଲା। ସେହି ସମୟରେ ସେ ମୋତେ ଆକ୍ଟିଂ ବିଷୟରେ ଅନେକ କଥା କହିଥିଲେ ଯାହା ମୋ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ତାଙ୍କର ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ହେବ ବୋଲି ଆଶା ରଖିଛି ବୋଲି କହନ୍ତି ସୋନମ। ୨୦୧୧ରେ କୋରିଆ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ’ର ରିମେକ କରୁଛନ୍ତି ସୁଜୟ। ସୁଜୟଙ୍କ ସହ ଷ୍ଟୁଡିଓ ୧୮ ଏହାର ପ୍ରଯୋଜନା ଭାର ତୁଲାଉଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ସୋମେ ମାଝିକା।


All Right Reserved By Dharitri.Com

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ...

ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍‌

ଯଦି ପଚରାଯାଏ ଭାରତର ନଂ ଓ୍ବାନ୍‌ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍‌, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ...

୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କଠାରୁ ୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ୨୦୨୦ ଇଦ୍‌ରେ...

ବିବାହର ୧୪ ମାସ ପରେ ପ୍ରେମକାହାଣୀ କହିଲେ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ବିବାହର ୧୪ ମାସ ପରେ ନିଜ ପ୍ରେମକାହାଣୀ ଫ୍ୟାନମାନଙ୍କୁ ଜଣାଇଛନ୍ତି। ୮ ମେ ୨୦୧୮ରେ ସୋନମ ଆନନ୍ଦ ଆହୁଜାଙ୍କୁ ପ୍ରେମ...

ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ...

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ବଲିଉଡ୍‌ କଳାକାରଙ୍କ ପ୍ରତିକ୍ରିୟା

ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲରେ ଫାଶୀ ଦିଆଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ...

‘କିଏ ହେବ ମୋ ହିରୋଇନ୍‌’ରେ ଅସିତ

ଅସିତ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାହାକୁ ମନର ମାନସୀ ଭାବରେ ବାଛିବେ। କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ...

କରୋନାରେ ପୀଡ଼ିତ ବଲିଉଡ୍‌ ଗାୟିକା

ମୁମ୍ବାଇ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ଭାଇରସରେ...

Leave a comment

Your email address will not be published. Required fields are marked *