ଶୀତଦିନେ ଖାଆନ୍ତୁ ଫୁଲକୋବି

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଫୁଲକୋବିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ୍‌ ଏ, ସି, ଫସ୍‌ଫରସ୍‌, ଜିଙ୍କ, ମ୍ୟାଗ୍ନେସିୟମ, ସୋଡିୟମ ଓ ସେଲେନିୟମ ଆମ ଶରୀର ପାଇଁ ବେଶ୍‌ ଉପକାରୀ।
-ଫୁଲକୋବିରେ ଥିବା ଭିଟାମିନ୍‌ ସି ନର୍ଭସ୍‌ ସିଷ୍ଟମକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। ଏହା ହାଡ଼ ମଜଭୁତ କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
-ଫୁଲକୋବି ରସ ପିଇଲେ ରକ୍ତ ପରିଷ୍କାର ହୋଇଥାଏ।
-ପୋଲିଓ ପାଇଁ ଏହା ଏକ ଅମୋଘ ଔଷଧ। ଫୁଲକୋବି ରସ ସହ ଗାଜର ରସ ମିଶାଇ ପିଇଲେ ପୋଲିଓ ଠିକ୍‌ ହୋଇଥାଏ।


All Right Reserved By Dharitri.Com

ଏହି ପତ୍ରର ରହିଛି ଅନେକ ଔଷଧୀୟ ଗୁଣ

ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ...

ସୁସ୍ଥ ରହିବା ଅନ୍ତରାଳେ…

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ ସୁସ୍ଥ ରଖିବା ଅପରିହାର୍ଯ୍ୟ। ତେଣୁ ଆମକୁ କେତୋଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ.....

ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…

କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍‌, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ...

ଫିଟିକିରିର କ’ଣ ରହିଛି ଉପକାରୀ ଗୁଣ

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।...

ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ।...

ସକାଳେ ଅଧୁଆ ମୁହଁରେ ପିଅନ୍ତୁ ଗ୍ଲାସେ ବାସି ପାଣି; ମିଳିବ ଏସବୁ ଫାଇଦା…

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ହୋଇଥାଏ । କେତେକ ଏହାକୁ ଉଷାପାନ କୁହନ୍ତି। ମୁହଁ ନ ଧୋଇ...

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର...

ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ

ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍‌ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ...

Leave a comment

Your email address will not be published. Required fields are marked *