Posted inଜାତୀୟ

ସରକାରୀ ବାସଭବନ ଛାଡିଲେ ଗୋଗୋଇ

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିଥିଲେ। ସରକାରୀ ବାସଭବନରେ ରହିବା ପାଇଁ ତାଙ୍କୁ ଏକ ମାସ ଅନୁମତି ଥିଲେ ମଧ୍ୟ ସେ ଏହାକୁ ଛାଡ଼ି ଦେଇଛନ୍ତି। ଏବେ ସେ ୫ କ୍ରିଷ୍ଣା ମେନନ୍‌ ମାର୍ଗ ସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର ହୋଇଛନ୍ତି। ଦେଶର ପ୍ରଥମ ପ୍ରଧାନ ବିଚାରପତି ଭାବେ ସେ ଅବସର ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଏପରି କରିଛନ୍ତି।


All Right Reserved By Dharitri.Com

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ...

କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ...

କଶ୍ମୀର ନିଷ୍ପତ୍ତି ନେଇ ଅନ୍ୟ ଦେଶକୁ ଜଣାଇଲା ଭାରତ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ ସମ୍ପର୍କିତ ନିଷ୍ପତ୍ତି ଭାରତ ଜାତିସଂଘ ସୁରକ୍ଷା ପରିଷଦର ୫ ସଦସ୍ୟ ରାଷ୍ଟ୍ର ସମେତ ଅନ୍ୟ...

ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ...

ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି

ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ...

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି...

ଦିଲ୍ଲୀ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୧।୧୦: ରାଜଧାନୀ ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପବନର ତୀବ୍ର ବେଗ ଯୋଗୁ ଏହି...

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

Leave a comment

Your email address will not be published. Required fields are marked *