ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ତେବେ ରାତିରେ ଗାଧୋଇବା ବା ଲାଟ୍ରିନ୍‌ର ଫ୍ଲସ୍‌ ବ୍ୟବହାର କଲେ ଏଠାରେ ଜରିମାନା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କାରଣ ରାତି ସମୟରେ ସମସ୍ତେ ବିଶ୍ରାମ ନେଉଥିବାରୁ ଗାଧୋଇଲେ ବା ଟଏଲେଟ୍‌ ଯାଇ ଫ୍ଲସ୍‌ କଲେ ଏହାର ଶବ୍ଦରେ ବାୟୁ ପ୍ରଦୂଷଣ ହେବା ସହ ନିଦ୍ରାରେ ବ୍ୟାଘାତ ଘଟିଥାଏ। ତେଣୁ ଏଠାରେ ରାତିରେ ଟଏଲେଟ୍‌ ଯିବା ଏକ ଅପରାଧ ବୋଲି ଲୋକେ କହିଥାଆନ୍ତି। ହେଲେ ଥୋମାସ୍‌ ଓବରେଲ ନାମକ ସ୍ବିଜରଲାଣ୍ଡର ଜଣେ ଓକିଲଙ୍କ ମତ ଅନୁଯାୟୀ, ନିର୍ଦ୍ଦିଷ୍ଟ କେତେଜଣ ଘର ମାଲିକ ଏହି ନିୟମ ପ୍ରଚଳନ କରିଛନ୍ତି। ଏମାନଙ୍କର ଭଡାରେ ଲାଗିଥିବା ଘରେ ପାଣି କମ୍‌ ଖର୍ଚ୍ଚ କରିବା ଲାଗି ଏମାନେ ଏମିତି ନିୟମ କରିଥିବା ସେ କହିଛନ୍ତି।


All Right Reserved By Dharitri.Com

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ...

ଏହି ଜିଲାପିକୁ ଖାଇବାକୁ ଦେଶ ବିଦେଶରୁ ଆସନ୍ତି ଗ୍ରାହକ…

ଭାରତରେ ଜିଲାପି ବେଶ୍‌ ଲୋକପ୍ରିୟ। ଏହାକୁ କେହି କେହି ଜଲେବି ମଧ୍ୟ କୁହନ୍ତି। ଏହାର ପ୍ରସ୍ତୁତି ଶୈଳୀ ଅନ୍ୟ ମିଠା ତୁଳନାରେ ଭିନ୍ନ ରହିଥାଏ। ମଧ୍ୟପ୍ରଦେଶରେ...

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ...

‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ...

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ...

ବନ୍ଧୁ ପାଇଁ ଉପହାର

ଆଜି ହେଉଛି ବନ୍ଧୁତା ଦିବସ। ଏହାକୁ ପାଳନ କରିବା ପାଇଁ ଆଗରୁ ପ୍ଲାନିଂ ସରିଥିବ। କେହି କେହି ଉପହାର ବି ଆଣି ରଖିଥିବେ। ତେବେ ଯେଉଁମାନେ...

ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍‌ ଆମ୍ବୁଲାନ୍ସ

ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ...

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା...

Leave a comment

Your email address will not be published. Required fields are marked *