Posted inଖେଳ

ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ

ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ପୂର୍ବତନ ପେସ୍‌ ବୋଲର ସୋଏବ୍‌ ଅଖତର ଦ୍ୱିତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ମଜାଳିଆ କମେଣ୍ଟ କରିଛନ୍ତି ଭାରତୀୟ ସ୍ପିନର୍‌ ହରଭଜନ ସିଂ। ସେ ‘ସୋଏବଙ୍କ ପୁଅ ଆଶୀର୍ବା ଦେଇ କହିଥିଲେ ୧୦୦ ସ୍ପିଡ୍‌ ହୋଇନାହିଁ ଭାଇ…’। ଭଜ୍ଜିଙ୍କ ଏହି କମେଣ୍ଟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଭହି କମେଣ୍ଟକୁ ୧୫ ହଜାରୁ ଊର୍ଦ୍ଧ୍ୱ ଲାଇକ ଏବଂ ୫୨୬ ରିଟୁଇଟ୍‌ ହୋଇସାରିଲାଣି। ସୂଚନାଯୋଗ୍ୟ, ୨୦୧୪ରେ ସୋଏବ ବିବାହ କରିଥିଲେ। ନଭେମ୍ବର ୭ରେ ତାଙ୍କୁ ପ୍ରଥମ ପୁତ୍ର ସନ୍ତାନ ହୋଇଥିଲା।


All Right Reserved By Dharitri.Com

Posted inଖେଳ View All

ଭିନ୍ନ ଲୁକ୍‌ରେ ହିଟ୍‌ମ୍ୟାନ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। କରବାଚୌଥରେ ସ୍ତ୍ରୀ ରିତିକା ସଜଦେହଙ୍କ ସହ ଫଟୋ...

ପ୍ରଥମ ନଜରରେ ହରଭଜନ ସିଂଙ୍କ ପ୍ରେମରେ ପଡିଥିଲେ ଏହି ଖେଳାଳି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧିନାୟକ କ୍ୟାରିୟର ବେଳର ଏକ ରୋଚକ କଥା ଉନ୍ମୋଚନ କରିଛନ୍ତି। ୨୦୦୧ରେ ଅଷ୍ଟ୍ରେଲିଆ...

ଅଷ୍ଟ୍ରେଲିଆ ପୁରୁଷ, ମହିଳା ଟି୨୦ ଦଳକୁ ସମାନ ପୁରସ୍କାର ରାଶି ମିଳିବ

ସିଡନୀ, ୧୫।୧୦(ଏଏଫ୍‌ପି)- କ୍ରିକେଟ ଅଷ୍ଟ୍ରେଲିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାବର୍ଷ ଘରୋଇ ପରିବେଶ୍‌ରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ପୁରୁଷ...

ସିଡ୍‌ନୀ ସିକ୍ସର୍ସ ଜିତିଲା ବିବିଏଲ୍‌ ଟାଇଟଲ୍‌

ସିଡ୍‌ନୀ,୮।୨(ଏଏଫ୍‌ପି): ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ର ଚଳିତ ସଂସ୍କରଣରେ ସିଡ୍‌ନୀ ସିକ୍ସର୍ସ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ...

ଆଗୁଆ ସିରିଜ କବ୍‌ଜା କଲା ପାକିସ୍ତାନ

ଲାହୋର, ୨୬।୧ (ଏଏଫ୍‌ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ...

ବଲ ଟାମ୍ପରିଂ କରି ଶେହଜାଦ ଦଣ୍ଡିତ

କରାଚୀ,୨।୧୧- ପାକିସ୍ତାନର ଟେଷ୍ଟ ଓପନର ଅହମ୍ମଦ ଶେହଜାଦ କୁଏଦ-ଇ-ଆଜାମ ଟ୍ରଫିରେ ଶୁକ୍ରବାର ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବଲ ଟାମ୍ପରିଂ କରିଛନ୍ତି।...

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ...

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା :ଜୁଜୁଟ୍‌ସୁ କଣ୍ଟାକ୍ଟରେ ଅନୁପମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଚାଲିଥିବା ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତାରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଅଂଶଗ୍ରହଣ କରିଥିବା ଉତ୍କଳ...

Leave a comment

Your email address will not be published. Required fields are marked *