୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାସିଲିଆ,୧୪।୧୧: ଆସନ୍ତା ୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ସମ୍ପର୍କ ଅଧିକ ସୁଦୃଢ଼ ହେବାର ଆଶା ରହିଛି। ରାଷ୍ଟ୍ରପତି ବୋଲସୋନାରୋ ଏକ ପ୍ରତିନିଧି ଦଳ ସହିତ ଆସନ୍ତା ଜାନୁୟାରୀରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।


All Right Reserved By Dharitri.Com

ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି।...

ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ...

ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ପାକ୍‌:ଜାତିସଂଘକୁ ଜଣାଇଲେ ଆଇସିଜେ ଅଧ୍ୟକ୍ଷ

ଜାତିସଂଘ,୧।୧୧ (ଆଇଏଏନ୍‌ଏସ୍‌):ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି। ପାକିସ୍ତାନ ଜେଲରେ ଥିବା କୁଳଭୂଷଣଙ୍କୁ ଭାରତୀୟ ଉଚ୍ଚାୟୁକ୍ତଙ୍କ ଜରିଆରେ...

ସରକାରୀ ସମ୍ପତ୍ତି ବିକ୍ରି କରି ପାକିସ୍ତାନକୁ ବଞ୍ଚାଇବେ ଇମ୍ରାନ

ଇସ୍‌ଲାମାବାଦ,୬।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହି ସମସ୍ୟାରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ପିଏମ୍‌ଓରେ...

ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ...

ଗୋଟିଏ ମାଛ ବଦଳାଇଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ

ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍‌ସ୍ଥିତ ଆମନା ସସ୍‌ଷ୍ଟେନେବଲ୍‌ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର...

ପୃଥିବୀରେ ୮୦ କୋଟି ଭୋକିଲା: ୟୁନିସେଫ୍‌ ରିପୋର୍ଟ

ଜେନେଭା,୧୫।୧୦: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ବାଂଲାଦେଶରେ ଫ୍ୟାଶନ ପାଲଟିଛି ନାରଙ୍ଗି ରଙ୍ଗର ଦାଢି

ଢାକା,୨୧।୧୦: ବିଭିନ୍ନ ପ୍ରକାର ଷ୍ଟାଇଲକୁ ନେଇ ସାଧାରଣତଃ ଯୁବକ ମାନେ ଫ୍ୟାଶନ କରିଥିବାର ଦେଖିବାକୁ ମିଳେ। ହେଲେ ଏବେ ବାଂଲାଦେଶରେ ବୟସ୍କ ବ୍ୟକ୍ତିମାନେ ନାରଙ୍ଗି ରଙ୍ଗର...

Leave a comment

Your email address will not be published. Required fields are marked *