Posted inଜାତୀୟ

ଭାଜପାରେ ଯୋଗଦେଲେ ୧୫ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଉପସ୍ଥିତିରେ ଏମାନେ ଭାଜପା ହାତ ଧରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ବାଚସ୍ପତି କେଆର୍‌ ରମେଶ କୁମାରଙ୍କ ଦ୍ୱାରା ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଡିସେମ୍ବରରେ ଅନୁଷ୍ଠିତ ଉପ ନିର୍ବାଚନରେ ଏମାନେ ଲଢି ପାରିବେ ବୋଲି ସୁପିମକୋର୍ଟ ବୁଧବାର ରାୟ ଦେବା ପରେ ଏମାନେ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି।


All Right Reserved By Dharitri.Com

କାଶ୍ମୀର ସମସ୍ୟା: ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨।୮: କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଚାହିଁବେ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର...

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା...

କମୁଛି ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା: ୧୧ ମାସରେ ହାତରୁ ଗଲାଣି ୪

ନୂଆଦିଲ୍ଲୀ,୨୭।୧୧: ଧୀରେଧୀରେ ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା କମିବାରେ ଲାଗିଛି। ୨୦୧୭ରେ ଏନ୍‌ଡିଏ ଦେଶର ୭୨ ପ୍ରତିଶତ ଅଞ୍ଚଳରେ ଶାସନରେ ଥିବାବେଳେ ନଭେମ୍ବର ୨୦୧୯ ସୁଦ୍ଧା...

ଇମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ

ମୁମ୍ବାଇ, ୨୬ା୬: ଇମର୍ଜେନ୍ସି ସମୟରେ ଗିରଫ ହୋଇ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି

ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୁଇଡେନର...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ...

Leave a comment

Your email address will not be published. Required fields are marked *