ଏହି ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକପ୍ଟର…

ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି। ଏହାକୁ ‘ସୁପର ଭିଲେଜ’ କୁହାଯାଇଥାଏ। ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡି ଅଛି। ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ହେଲିକପ୍ଟର ରହିଛି। ଏହି ଗାଁ ଆଗରୁ ଏମିତି ଧନୀ ନ ଥିଲା। ଏଠାରେ ବାସ କରୁଥିବା ବୁ ରେନ୍‌ବୋ ଗାଁର ବିକାଶ କରାଇଥିଲେ। ସେ ଏକ କମ୍ପାନୀ ଗଠନ କରି ଏହା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ଗାଁର ବିକାଶ ଦିଗରେ ଉଦ୍ୟମ କରିଥିଲେ। ଏବେ ଗାଁ ଲୋକେ ବିଭିନ୍ନ ଇସ୍ପାତ ଓ ଜାହାଜ କମ୍ପାନୀ ସହିତ କୋଟି କୋଟି ଟଙ୍କାର କାରବାର କରୁଛନ୍ତି।


All Right Reserved By Dharitri.Com

ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ,୧।୫: ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ...

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ...

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୮ ଦାବିଦାର

ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା...

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌।...

ଆସିଆନ୍‌ ଭାରତର ଅଭିନ୍ନ ଅଙ୍ଗ ଥିଲା ରହିବ: ମୋଦି

ବ୍ୟାଙ୍କକ୍‌,୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କକ୍‌ରେ ଆୟୋଜିତ ଆସିଆନ୍‌-ଇଣ୍ଡିଆ ଶିଖର ସମ୍ମିଳନୀରେ କହିଛନ୍ତି ଆସିଆନ୍‌ ଭାରତର ଆକ୍ଟ ଇଷ୍ଟ ପଲିସିର ଅଭିନ୍ନ ଅଙ୍ଗ ହୋଇ...

Leave a comment

Your email address will not be published. Required fields are marked *