Posted inଜାତୀୟ

ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ

ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍‌ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍‌ ଟ୍ୟାଙ୍କର ଜଳି ଉଠିଥିଲା। ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାର ଉଦ୍ୟମ ଆରମ୍ଭ କରିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବାବେଳେ ଏଥିରେ କିପରି ନିଆଁ ଲାଗିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।


All Right Reserved By Dharitri.Com

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା...

ଜନାଦେଶକୁ ଅପେକ୍ଷା

ନୂଆଦିଲ୍ଲୀ,୨୩ା୫(ପି.ଟି./ଆଇଏଏନ୍‌ଏସ୍‌) : ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଆସିବ ସର୍ବବୃହତ୍‌ ଗଣତନ୍ତ୍ରର ଭୋଟ ମହାପର୍ବର ବହୁପ୍ରତୀକ୍ଷିତ ପରିଣାମ। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ବନ୍ଦ ଥିବା...

ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ...

ଅଗୁସ୍ତା ଓ୍ବେଷ୍ଟ୍‌ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ

ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ...

ରାମମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ଦେବ ୧୦ କୋଟି

ନୂଆଦିଲ୍ଲୀ,୫।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ୧୦ କୋଟ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ପୂର୍ବଭାରତରେ ବିରୋଧ ପ୍ରଦର୍ଶନ

ଗୁଆହାଟି,୯।୧୨: ଆସାମ ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ରବିବାର ଅଲ୍‌ ଆସାମ...

ହରିୟାଣାରେ ଲାଗୁହେବ ଏନ୍‌ଆର୍‌ସି

ଚଣ୍ଡିଗଡ଼,୧୬ା୯(ପି.ଟି.): ଆସାମ ପରେ ହରିୟାଣାରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ଘୋଷଣା କରିଛନ୍ତି। ଅକ୍ଟୋବରରେ...

ଏନ୍‌ସିପିରେ ରହି ନ ପାରନ୍ତି ଅଜିତ୍‌

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଯେବେବି ଇତିହାସ ଲେଖାଯିବ ସେଥିରେ ୨୦୧୯ ବିଧାନସଭା ନିର୍ବାଚନ ଓ ସରକାର ଗଠନକୁ ନେଇ ଉଲ୍ଲେଖ କରାଯିବ। କାରଣ ଏଠାରେ...

Leave a comment

Your email address will not be published. Required fields are marked *