Posted inଜାତୀୟ

ଇସ୍ତଫା ଦେଲେ ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ ଶିବସେନା ମେଣ୍ଟ ଭାଙ୍ଗିବାକୁ ପ୍ରସ୍ତୁତ ହେଲାଣି। ସେପଟେ ଏନ୍‌ସିପି ବିରୋଧୀ ଆନରେ ବସିବ ବୋଲି ସଫାସଫା କହିଦେବା ପରେ କଂଗ୍ରେସ ବାହାରୁ ଶିବସେନାକୁ ସହଯୋଗ କରିବ ବୋଲି କହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଉ ୨ ଦିନ ଥିବା ବେଳେ ଏବେ ପୁଣିଥରେ ଏଠି ରାଜନୀତି ହୋଇଛି ସରଗରମ। ଇସ୍ତଫା ଦେବାପରେ ଫଡନବିଶ କହିଛନ୍ତି ୫୦-୫୦ ଫର୍ମୁଲାକୁ ନେଇ କେବେ ବି ଶିବସେନା ସହ କିଛି କଥା ହୋଇ ନାହିଁ।


All Right Reserved By Dharitri.Com

କର୍ନାଟକ ଫୋନ୍‌ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା...

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

ସୋପୋରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୦।୪: ଜମ୍ମୁ-କଶ୍ମୀର ସୋପୋରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁ ବୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ବାଟରଗାମ୍‌ରେ...

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ଅହମ୍ମଦାବାଦ,୨୦ା୪(ପି.ଟି.): ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବୋମାମାଡ଼ରେ ଜଣେ ହେଲେ ପାକସ୍ତାନୀ ସୈନ୍ୟ କିମ୍ବା ସାଧାରଣ ନାଗରିକ ନିହତ...

ଜୁଳୁଜୁଳିଆ ପୋକ ଦେଉଛି ପେଟକୁ ଦାନା

ପୁଣେ,୨୬।୬: ଲୋକେ ରାତିରେ ଘରେ ବସି ଟିଭି ଅଥବା ମୋବାଇଲ୍‌ରେ ବ୍ୟସ୍ତ ଥିବାବେଳେ ପୁଣେର ରାଜମାଛି ଅଞ୍ଚଳର ଗ୍ରାମବାସୀ ପ୍ରାକୃତିକ ଲାଇଟ୍‌ ଶୋ’ ଆୟୋଜନ କରିଥାନ୍ତି।...

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *