ମୁହଁ ଖୋଲିଲେ ମୋକିମ: କହିଲେ ‘ଓଡ଼ିଶାରେ ଯୁବ ନେତୃତ୍ୱରେ ଆବଶ୍ୟକତା ରହିଛି’

ଭୁବନେଶ୍ୱର,୬।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଦଳରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ଦଳରେ ସର୍ବଦା ବଡ଼ଙ୍କ ସହ ସାନଙ୍କ ମଧ୍ୟ ଆବଶ୍ୟକତା ରହିଛି। ଯୁବକଙ୍କ କାମ ପୌଢ଼ କରିପାରିବେ ନାହିଁ। ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି। ବଡ଼-ଛୋଟଙ୍କ ମଧ୍ୟରେ ସମନ୍ବୟ, ସମୀକରଣ ରହିଲେ କଂଗ୍ରେସ ଠିକ୍‌ ଚାଲିବ ବୋଲି ମୋକିମ କହିଛନ୍ତି।

ପ୍ରକାଶଯୋଗ୍ୟ, ପ୍ରଥମେ ଚିନ୍ତନ ବୈଠକ ଏବଂ ପରେ ନିରଞ୍ଜନଙ୍କ ବିରୋଧରେ ସମର୍ଥନ ଯୋଗାଡ଼ କରିବା ଲାଗି କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଗତ ୪ ତାରିଖରେ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ। ପିସିସି ସଭାପତି ପଦ ଲାଗି ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ନେତାମାନେ ଅନୁରୋଧ କରିଥିଲେ।


All Right Reserved By Dharitri.Com

ଏବେ ଇନ୍‌ସୁରାନ୍ସ, ପଲ୍ୟୁସନ ଯାଞ୍ଚ ହେଉନାହିଁ: ପୋଲିସ କମିଶନର

ଭୁବନେଶ୍ୱର,୭।୯(ବ୍ୟୁରୋ): ଏବେ ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ ଯାଞ୍ଚ ହେଉନାହିଁ। କେବଳ ୫ଟି ଗଫଲତି ଦେଖି ଜରିମାନା ଆଦାୟ ହେଉଛି। ବାଇକ୍‌ରେ ୩ଜଣଙ୍କୁ ନେଲେ, ହେଲ୍‌ମେଟ ପିନ୍ଧି...

ମହିଳା କମିଶନରେ ୧୦ ହଜାର ମାମଲା

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟ ମହିଳା କମିଶନଙ୍କ ନିକଟରେ ୧୦,୧୩୦ଟି ମହିଳାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରାଧୀନ ରହିଛି। ସେଥିରୁ ୨,୭୨୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨,୦୫୧...

୬୦ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ: ୫ ଏନ୍‌କ୍ଲୋଜର ଲୋକାର୍ପଣ

ବାରଙ୍ଗ,୩୦।୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ୬୦ ପୂରି ୬୧ ବର୍ଷରେ ପଦାର୍ପଣ କରିଛି। ଏ ନେଇ ନନ୍ଦନକାନନ ତା’ର ୬୦ତମ ପ୍ରତିଷ୍ଠା ଦିବସ ପାଳନ...

ଖୁବ୍‌ଶୀଘ୍ର ବିଏସ୍‌ଏଲ୍‌ସିରେ ଆରମ୍ଭ ହେବ ଖନନ ପ୍ରକ୍ରିୟା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍‌ ଲାଇମ୍‌ କମ୍ପାନୀ ଲିମିଟେଡ(ବିଏସ୍‌ଏଲ୍‌ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି...

ଓଡ଼ିଶା ବିଧାନସଭାର ହେବ ନବକଳେବର

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ...

୧୦ ଜିଲାକୁ ବର୍ଷା, ବଜ୍ରପାତ: ସତର୍କ ରହିବାକୁ ସୂଚନା

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାକୁ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର...

ସାଉଥକୋ, ଓ୍ବେସ୍‌କୋ, ନେସ୍‌କୋ ପାଇଁ ନିଯୁକ୍ତ ହେଲେ ସ୍ଥାୟୀ ଅଧିକାରୀ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପରିଚାଳନା ଦାୟିତ୍ୱ ରିଲାଏନ୍ସ ଏନର୍ଜି ହାତରୁ ଯିବା ପରେ ସାଉଥକୋ, ଓ୍ବେସ୍‌କୋ ଓ ନେସ୍‌କୋ ଗ୍ରୀଡ୍‌କୋ ଅଧୀନରେ ରହି...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୯ା୮(ଡି.ଏନ.ଏ.): ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ବୁଧବାର କୁହୁଡ଼ିରେ ଚଢ଼ାଉ କରି ୪କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ...

Leave a comment

Your email address will not be published. Required fields are marked *