ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ ଉପଲବ୍ଧ। ଏହା ମଧ୍ୟରେ ଶାର୍ଟ,ଟ୍ରାଉଜର ଏବଂ ଡେନିମ୍‌ ରହିଛି। ଏଥିରେ ଷ୍ଟାଇଲ ଏବଂ ଫ୍ୟାଶନ ଷ୍ଟେଟମେଣ୍ଟକୁ ପ୍ରାଥମିକତା ଦିଆଯାଇଛି। ଏହାକୁ ଉଭୟ ଫର୍ମାଲ ଏବଂ କାଜୁଆଲ ଭାବେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନୀ ପ୍ରକାଶ କରିଛି। ସଦ୍ୟତମ ପୋଷାକପତ୍ର ଚାହୁଥିବା ଯୁବବର୍ଗଙ୍କୁ ଧ୍ୟାନରେ ରଖି ଏହା ବଜାରକୁ ଛାଡିଥିବା କମ୍ପାନୀର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି। ଏଥିରେ ଗ୍ରାହକମାନେ ଅନ୍ତର୍ଜାତୀୟ ଗୁଣବତ୍ତା ଏବଂ ଷ୍ଟାଇଲ ପାଇ ପାରିବେ ବୋଲି ଜୈନ ପ୍ରକାଶ କରିଛନ୍ତି।


All Right Reserved By

ମେ’ରେ ମାନୁଫାକ୍‌ଚରିଂ ସୂଚକାଙ୍କ ୫୨.୭

ନୂଆଦିଲ୍ଲୀ,୪-୬: ଚାହିଦା ବୃଦ୍ଧି ପାଇବା ଯୋଗୁ କମ୍ପାନୀଗୁଡ଼ିକର ଉତ୍ପାଦନ ଚଳିତ ବର୍ଷ ମେ’ରେ ବଢ଼ିଛି। ଫଳରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ଗତିବିଧିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହାଦ୍ୱାରା...

ଏସ୍‌ପ୍ଲାନେଡରେ ମିଡ୍‌ ନାଇଟ ସେଲ୍‌ ଆଜି

ଭୁବନେଶ୍ୱର, ୧୫-୮(ବ୍ୟୁରୋ) ସ୍ବାଧିନତା ଦିବସ ଅବସରରେ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ରେ ମିଡ୍‌ ନାଇଟ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୧୦୦ରୁ ଉର୍ଦ୍ଧ୍ୱ ଜାତୀୟ ତଥା ଅନ୍ତର୍ଜାତୀୟ...

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି।...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ: ସେପ୍ଟେମ୍ବର ପହିଲାରୁ ହେବ ଲାଗୁ

ମୁମ୍ବାଇ,୬-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି।...

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ,୨୬-୬: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାର ଜଗତସିଂହପୁରରେ ଏକ ପ୍ଲାଷ୍ଟିକ ପାର୍କ ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତାବିତ ପ୍ରକଳ୍ପର...

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ...

୧୫ରୁ ଲାଗୁ ହେବ କିଷାନ ପେନସନ ସ୍କିମ୍‌ ଯୋଜନା

ନୂଆଦିଲ୍ଲୀ,୪-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରୁ କିଷାନ ପେନସନ ସ୍କିମ୍‌କୁ ଲାଗୁ ହେବା ନେଇ ଘୋଷଣା କରିିବାକୁ ଯାଉଛନ୍ତି। କୃଷି ସଚିବ ରାଜ୍ୟଗୁଡ଼ିକୁ ପତ୍ର...

ଅକ୍ଷୟ ଶକ୍ତିକୁ ନେଇ ଡବ୍ଲ୍ୟୁଟିଓରେ ମାମଲା;ଭାରତ ସପକ୍ଷ ରାୟକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ,୧୭ -୮: ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବିବାଦ ସମାଧାନ କମିଟି ଦ୍ୱାରା ଅକ୍ଷୟ ଶକ୍ତି ମାମଲାରେ ଭାରତ ସପକ୍ଷରେ ରାୟ ପ୍ରକାଶ ପରେ ଆମେରିକା ଏହାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *