ମିଶ୍ରି ଖାଇଲେ ମିଳିବ ଏସବୁ ଉପକାର

ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମିଶ୍ରି ଖାଇଲେ ଶାରୀରିକ ଦୁର୍ବଳତା ହ୍ରାସ ପାଇ ଯୌବନ ପ୍ରାପ୍ତ ହୋଇଥାଏ। ଏହା ମୁଖ ଦୁର୍ଗନ୍ଧ ଦୂର କରେ।

ମାଉଥ ଫ୍ରେସର ଭାବେ ମିଶ୍ରି ବେଶ୍‌ ଉପଯୋଗୀ। କେବଳ ଏତିକି ନୁହେଁ ମିଶ୍ରି ଯୋଗୁ ମସ୍ତିଷ୍କର ଶକ୍ତି ବୃଦ୍ଧି ହୋଇଥାଏ। ମିଶ୍ରି ରକ୍ତଚାପ ନିୟନ୍ତ୍ରଣ କରିଥାଏ। ମିଶ୍ରିରେ ଅନେକ ଖଣିଜ ପଦାର୍ଥ ଭରି ରହିଛି । ଫଳରେ ପିଲାମାନଙ୍କୁ ମିଶ୍ରି ଦେଲେ ସେମାନଙ୍କ ଶାରୀରିକ ବିକାଶ ସହ ମସ୍ତିଷ୍କ ମଧ୍ୟ ପ୍ରଖର ହୋଇଥାଏ।

ମିଶ୍ରି ତ୍ୱଚାରେ ଉଜ୍ଜ୍ୱଳତା ଭରିଦିଏ। ଚିନି ବଦଳରେ ଚା’ରେ ମିଶ୍ରି ବ୍ୟବହାର କଲେ ଏହା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ।


All Right Reserved By

ତମ୍ବାପାତ୍ରରେ ପିଅନ୍ତୁ ପାଣି: ମିଳିବ ଅନେକ ଉପକାର

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା...

ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି...

ମହିଳା ଓ ଶ୍ୱେତପ୍ରଦର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବାହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି...

ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ। * ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି...

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *