Posted inଜାତୀୟ

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ରାତିରେ ଘର ବାହାରେ ଶୋଇଥିବାବେଳେ ଏଭଳି ହୋଇଥିବା ପୋଲିସ ସୂଚନା ଦେଇଛି। ରାତି ୩ଟାରେ ଏଭଳି ହୋଇଥିବା କୁହାଯାଉଛି। ଏହା ପଛରେ ରାଜନୈତିକ କାରଣ ଥିବାର ସନ୍ଦେହ କରାଯାଉଛି।


All Right Reserved By Dharitri.Com

ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ...

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ,୨୮ା୩(ପି.ଟି.): ମହାମାରୀ କୋଭିଡ୍‌-୧୯ ଜନିତ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନ ଉପରେ କଟକଣା ଜାରି କରିଛି। ଜନସ୍ବାର୍ଥ...

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ...

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

ଘରୋଇ-ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଘରୋଇ ତଥା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ...

କର୍ନାଟକ ସଙ୍କଟ: ମୋଦି ସରକାରଙ୍କ ପାଇଁ ୩୫୬ ଧାରା ଜାରି ଲାଗି ପୁଣି ଏକ ସୁଯୋଗ

ନୂଆଦିଲ୍ଲୀ,୨୦।୭: କର୍ନାଟକରେ ସଙ୍କଟ ଲାଗି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସାମ୍ବିଧାନିକ ଧାରା ୩୫୬ର ଉପଯୋଗ କରିବା ଲାଗି ଦ୍ୱିତୀୟ ଇନିଂସ୍‌ରେ...

ଅପରେଶନ ସମୁଦ୍ର ସେତୁ: ମାଲଦ୍ୱୀପରୁ ୬୯୮ ଭାରତୀୟଙ୍କୁ ନେଇ କୋଚି ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୧୦।୫: ବିଦେଶରେ ଫସି ରହିଥିବା ଭାରତୀୟକୁ ଫେରାଇ ଆଣିବା ଲାଗି ଭାରତ ସରକାର ବନ୍ଦେ ଭାରତ ମିଶନ ଓ ଅପରେଶନ ସମୁଦ୍ର ସେତୁ କାର୍ଯ୍ୟକାରୀ କରିଛନ୍ତି।...

Leave a comment

Your email address will not be published. Required fields are marked *