ଏପରି ଗାଁ ଯେଉଁଠି ପ୍ରେତାତ୍ମା ଭୟରେ ନେଲ୍‌ପଲିସ ଲଗାନ୍ତି ପୁରୁଷ…

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ। ଏହାର କିଛି ଦିନ ପରେ ଗାଁର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ପ୍ରେତାତ୍ମା ପ୍ରବେଶ କରି ସେମାନଙ୍କୁ ହଇରାଣ ହରକତ କରିଥିଲା। ତେବେ ଜଣେ ତାନ୍ତ୍ରିକଙ୍କ ପରାମର୍ଶ ପରେ ପୁରୁଷମାନେ ନେଲ୍‌ ପଲିସ୍‌ ଲଗାଇବାରୁ ସେମାନଙ୍କୁ ପ୍ରେତାତ୍ମା ହଇରାଣ କରି ନ ଥିଲା। ଇତି ମଧ୍ୟରେ ଗାଁର ଅନେକ ଲୋକ ଘରଛାଡ଼ି ଅନ୍ୟସ୍ଥାନରେ ରହିବାକୁ ଆରମ୍ଭ କରିଛନ୍ତି। ପୁରୁଷମାନଙ୍କୁ କାହିଁକି ପ୍ରେତାତ୍ମା ହଇରାଣ କରୁଛି ତାହା ବର୍ତ୍ତମାନ ସୁଧା ଜଣାପଡ଼ି ନ ଥିଲେ ମଧ୍ୟ କେତେକ ଡାକ୍ତରଙ୍କ ଅନୁସାରେ ଗାଁରେ ମିଳୁଥିବା ପାଣିରେ କିଛି ରାସାୟନିକ ପଦାର୍ଥ ରହିଛି ଯାହାକି ପୁରୁଷଙ୍କ ହରମୋନ୍‌କୁ ପ୍ରଭାବିତ କରିଥାଏ। ଫଳରେ ସେମାନଙ୍କଠାରେ ପାଗଳାମି ପ୍ରକାଶ ପାଇଥାଏ। ଏହାକୁ ଲୋକେ ପ୍ରେତାତ୍ମାର ପ୍ରଭାବ କହିଥାନ୍ତି।


All Right Reserved By Dharitri.Com

ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ ଜାଣନ୍ତି କି?

ବାଘର ଶିକାର ହେଉଛି ହରିଣ। ହରିଣଙ୍କୁ ବାଘ ଖୁବ୍‌ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…. ଇଂଲଣ୍ଡର ବୈଜ୍ଞାନିକ ଡ....

ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି...

ଆଲେକ୍ସି ଲିଓନୋଭ୍‌ଙ୍କ ପରଲୋକ

ମସ୍କୋ,୧୨ା୧୦: ୧୯୬୫ରେ ସ୍ପେସ୍‌ଓ୍ବାକ୍‌ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ...

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା...

ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ...

ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍‌ବାଡି

ଥରଂଗମ୍‌ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍‌...

ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

କୋପେନହାଗେନ,୩୦।୪: ନରଓ୍ବେର ସମୁଦ୍ର ଉପକୂଳରେ ଭେଲଗା ହ୍ବେଲ ମାଛର ଗଳାରେ କ୍ୟାମେରା ଓ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ...

ମରୁଭୂମିରେ ୯୫ ହଜାର କୋଟିରେ ନିର୍ମିତ ହେଉଛି ସୋଲାର ପାର୍କ: ୧୩ ଲକ୍ଷ ଘରକୁ କରିବ ଆଲୋକିତ

ଆବୁଧାବି,୨୯।୪: ଦୁବାଇର ମରୁଭୂମିରେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ବିନ୍‌ ଶହିଦ୍‌ ଅଲ୍‌ ମକତୁମ୍‌ଙ୍କ ନାମରେ ଏକ ସୋଲାର ପାର୍କ ନିର୍ମାଣ କରାଯାଉଛି। ଏଥିରେ ୯୫ ହଜାର...

Leave a comment

Your email address will not be published. Required fields are marked *