ସିମେଟ୍‌ ପାଲ ତଲେ ପରିବାର

ଲୋଇସିଂହା, ୩୧।୧୦(ଡି.ଏନ୍‌.ଏ.)- ଦିନାକେତେ ତଲେ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗାଁର ଗିରିଶଙ୍କର ଗେଜୋକଁର ଘରର କାଁଥି ଭାଂଗି ଯାଇଛେ। ଭଂଗା କାଁଥି ଜାଗାରେ ସିମେଟ୍‌ ପାଲ ଢାପି ୪ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ହିସାବେ ତରଭା ବ୍ଲକ ରାଣୀସର୍ଡା ପଁଚେତ୍‌ ଅଧୀନ କୁମୁଣ୍ଡେ ଗାଁ। ଇ ଗାଁର ସ୍ବର୍ଗତ ଅକ୍ଷୟ ଗେଜୋକଁର ୪ ପୁଓ ଭିତରୁ ଗରିଶଙ୍କର ତୁରତୀଅ ପୁଓ। ମାଏକିନା ସାଧବି, ପୁଓ ଦେବରାଜ ଆର ଝି’ ପ୍ରିୟାଂଶିକୁଁ ନେଇ ସଁସାର। ଗିରିଶଙ୍କର କୁଲିମଜୁରି କରି ତାକର ତେଲ୍‌ନୁନ୍‌ ସଁସାର ଚଲଉଛନ୍‌। ଏନ୍‌ତାଥି ଗଲା ଗୁରୁବାର ରାତି ହେଇଥିବାର ଲଘୁଚାପ ବରଷାରେ ତାକର ଘରର ପଛ୍‌ ଫାଲ ଆର ଭୁଜ୍‌ନି ଫାଲର ମାଏଟ୍‌ କାଁଥି ଭାଂଗି ଯାଇଛେ। କାଁଥି ଭାଂଗବାର ଆଭାସ ପାଇ କୁଟୁମବସିଆ ତରକି ଯାଇଥିଲେ। ଯେନ୍‌ଥିରଲାଗି ଗୁଟେ ବଡ଼ ଅଘଟନରୁ କୁଟୁମଟା ବରତି ଯାଇଛନ୍‌। ଗରିଶଙ୍କରକଁର ଥିତି ଭଲ ନାଇଁ। ନୂତନ୍‌ ଘରଟେ ତିଆରିବା ତାକର ପକ୍ଷେ ସମ୍‌ଭବ ନୁହେ ବଲି ଗାଁର ନରେନ୍ଦ୍ର ପଧାନ, ପିପୁନ ମହାକୁର ଆର ନବୀନ ପଣ୍ଡା କହିଛନ୍‌। ଗାଁର ଅନେକ୍‌ ଅଲାଏକ୍‌ ଲୁକ୍‌କୁ ସରକାରୀ ଯୋଜନାରେ ଘର ମିଲୁଥିଲାବେଲେ ହକ୍‌ଦାର ହିତାଧିକାରୀ ତଲି ପଡ଼ବାର ନିହାତି ଦୁଖର କଥା ବଲି ସେମାନେ କହିଛନ୍‌। ଇ ଦୁଖି ପରିବାରକେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


All Right Reserved By Dharitri.Com

କଟକ: ୧୮ରେ ୧୨ ଘଣ୍ଟିଆ ବନ୍ଦ

କଟକ ଅଫିସ,୧୬ା୯ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର...

ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି...

ପିକଅପ୍‌ ଭ୍ୟାନରେ ଚାଲାଣ ହେଉଛି ଗୋମାଂସ; ଦୁର୍ଘଟଣା ପରେ ପଦାକୁ ଆସିଲା

ଜଳେଶ୍ୱର, ୨୮ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗୋଚାଲାଣ ଉପରେ ଅଙ୍କୁଶ ଲଗାଯିବା ପରେ ବେପାରୀମାନେ ଏବେ ଗୋମାଂସ ଚାଲାଣ ଭଳି ପନ୍ଥା ଆପଣେଇଛନ୍ତି। କୋଲକାତା...

ମହିମା ଟୁଙ୍ଗିରେ ନବାନ୍ନ

କାମାକ୍ଷାନଗର, ୪ ।୯-କାମାକ୍ଷାନଗର ମହିମା ଟୁଙ୍ଗିରେ ମଙ୍ଗଳବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ମହିମା ଧର୍ମାବଲମ୍ବୀମାନେ ଶୁଦ୍ଧପୂତ ହୋଇ ମଠରେ ଏକାଠି ହୋଇଥିଲେ।...

ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିିରେ ଶେଷ ସୋମବାରରେ କାଉଡିଆମାନେ ଜଳଲାଗି କରିଛନ୍ତି । ଏହି ଉପଲକ୍ଷେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ...

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ଜରପଡା ଶିବ ମନ୍ଦିରରୁ ଚୋରି

ଛେଣ୍ଡିପଦା,୨୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜରପଡା ଧବଳେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିରରୁ ଦାନ...

ନିଶା ଔଷଧ କାରବାର : ଜଣେ ଗିରଫ

ଯୋଡ଼ା,୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରର ସହିଦ ନଗରଠାରେ ଯୋଡା ପୋଲିସ ଚଢାଉ କରି ନିଶା ଔଷଧ ଓ ମଦ କାରବାର କରୁଥିବା ଅଭିଯୋଗରେ ଅନଓ୍ବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *