ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ: ପାକିସ୍ତାନ ଜାରି କଲା କଏନ୍‌

ଇସଲାମାବାଦ୍‌,୩୦।୧୦: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ପାକିସ୍ତାନ ୫୦ ଟଙ୍କିଆ କଏନ୍‌ ଜାରି କରିଛି। ଏହାର ଗୋଟିଏ ପାର୍ଶ୍ୱରେ କରତାରପୁର କରିଡୋର ଥିବାବେଳେ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ଏବଂ ତାରା ସହିତ ଏହାର ମୂଲ୍ୟ ଖୋଦିତ ହୋଇଛି। ଏଥିରେ ୧୪୬୯ରୁ ୨୦୧୯ ମଧ୍ୟ ଲେଖା ଯାଇଛି।


All Right Reserved By Dharitri.Com

କରୋନା ଭୟ: ଚାଇନାରୁ ସ୍ବତନ୍ତ୍ର ବିମାନରେ ଆସିବେ ଭାରତୀୟ

ବେଜିଂ,୩୧।୧: ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି...

ବଦଳିବ ଇଣ୍ଡୋନେସିଆର ରାଜଧାନୀ

ଜାକର୍ତ୍ତା,୯।୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ଉଠାଇ ନିଆଯିବା ପାଇଁ ଯୋଜନା ଚାଲିଛି ବୋଲି ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ଏହା...

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌...

କଶ୍ମୀରକୁ ୟୁଏନ୍‌ଏସ୍‌ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ

ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍‌ଏସ୍‌): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା...

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ...

ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍‌’

ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ...

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫...

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର...

Leave a comment

Your email address will not be published. Required fields are marked *