ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଖଟ୍ଟର, ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୨ଟା ୧୫ରେ ସେ ଶପଥ ଗ୍ରହଣ କରିବେ। ଶନିବାର ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଅନୁରୋଧ କରିଥିଲେ। ଆଉ ଏହାକୁ ରାଜ୍ୟପାଳ ଗ୍ରହଣ କରି ନେଇଥିବା ସେ କହିଛନ୍ତି। ରବିବାର ରାଜ ଭବନ ପରିସରରେ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶବଥ ନେବେ। ଏହାସହ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ...

ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା: ୧୭୫ କୋଟିର ନିଶାଦ୍ରବ୍ୟ ଜବତ

ଅହମ୍ମଦାବାଦ୍‌,୬।୧: ଗୁଜରାଟ କଛ ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ନୌସେନା ହାତରେ ଧରାପଡ଼ିଛି। ସେଥିରେ ୩୫ କିଲୋଗ୍ରାମ୍‌ ନିଶାଦ୍ରବ୍ୟ ବୋଝେଇ ହୋଇଥିଲା। ଏହାର ଆନୁମାନିକ...

ରାହୁଲ ଆଉଟ୍‌, ବ୍ୟାଟିଂ କରିବାକୁ ଆସିଲେ ସୋନିଆ ପଛରେ ପ୍ରସ୍ତୁତ ଅଛନ୍ତି ପ୍ରିୟଙ୍କା: ଭାଜପା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ଗୁରୁଦାୟିତ୍ୱ ତୁଲାଇଛନ୍ତି। ସୋନିଆଙ୍କୁ...

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ...

ଗାନ୍ଧୀ ପରିବାର ସଦସ୍ୟ ଅଧ୍ୟକ୍ଷ ନ ହେଲେ ୨୪ ଘଣ୍ଟାରେ ଭାଙ୍ଗିବ କଂଗ୍ରେସ: ନଟଓ୍ବର ସିଂ

ନୂଆଦିଲ୍ଲୀ,୨୨।୭: କଂଗ୍ରେସରେ ଅଧ୍ୟକ୍ଷ ପଦ ନେଇ ସଙ୍କଟ ଜାରି ରହିଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ନଟଓ୍ବର ସିଂ କହିଛନ୍ତି ଯେ, ଗାନ୍ଧୀ ପରିବାର ସଦସ୍ୟ...

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ...

ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ଅଲୀଗଡ଼ରେ ଚାର୍ଟଡ କମ୍ପାନୀର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଧନୀପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଏକ ବିଦ୍ୟୁତ୍‌...

Leave a comment

Your email address will not be published. Required fields are marked *