ରନ୍‌ ଫର୍‌ ଆୟୁର୍ବେଦ

ଭୁବନେଶ୍ୱର,୨୫।୧୦: ଧନ୍ବନ୍ତରୀ ଜୟନ୍ତି ଅବସରରେ ଶୁକ୍ରବାର ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ହେପାଟୋବିଲିଆରୀ ଡିସଅର୍ଡରସ୍‌ ପକ୍ଷରୁ ଏକ ମାରାଥନ ରେସ୍‌ର ଆୟୋଜନ କରାଯାଇଥିଲା। ଚତୁର୍ଥ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଆୟୋଜିତ ଏହି ମାରାଥନ୍‌ ‘ରନ୍‌ ଫର୍‌ ଆୟୁର୍ବେଦ’ର ମୁଖ୍ୟ ଉଦ୍ଦେଶ୍ୟ ନିଜକୁ କିପରି ଫିଟ୍‌ ରଖିପାରିବେ।


All Right Reserved By Dharitri.Com

ଏସ୍‌ଆଇଟି ବୈଠକରେ ଯୋଗଦେବାକୁ ଯାଉଥିବା ପଦାଧିକାରୀ

ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ଆୟୋଜିତ ଏସ୍‌ଆଇଟି ବୈଠକରେ ଯୋଗଦେବାକୁ ଯାଉଛନ୍ତି ପଦାଧିକାରୀମାନେ।

ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌

ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ ଖେଳିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ୟୁଏସ୍‌ଏ ପୁରୁଷ ହକି ଟିମ୍‌।

୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ବିକ୍ଷୋଭ

୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ୟୁନିଟ୍‌ ୩ ଶ୍ରମ କମିଶନ ଅଫିସ ସମ୍ମୁଖରେ ବିକ୍ଷୋଭ।

ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି।

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍‌ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।

କଟକ ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ

କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ।

ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ

ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

Leave a comment

Your email address will not be published. Required fields are marked *