Posted inଜାତୀୟ

ଶତ୍ରୁକୁ ଜବାବ ଦେବା ପାଇଁ ସଶସ୍ତ୍ର ବଳ ସକ୍ଷମ: ରାଜନାଥ

ନୂଆଦିଲ୍ଲୀ,୨୩ା୧୦(ପି.ଟି.): ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବଳ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୩ ଦିନିଆ ନାଭାଲ କମାଣ୍ଡର୍ସ କନ୍‌ଫରେନ୍ସର ଦ୍ୱିତୀୟ ସଂସ୍କରଣ ନୂଆଦିଲ୍ଲୀରେ ମଙ୍ଗଳବାର ଆରମ୍ଭ ହୋଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଭାରତ କେବେ ପ୍ରଥମେ ଆକ୍ରମଣ କରିନାହିଁ। କିନ୍ତୁ ଭାରତ ଉପରେ କେହି ଖରାପ ନଜର ପକାଇଲେ ସଶସ୍ତ୍ର ବଳ ତାକୁ କଡ଼ା ଜବାବ ଦେବ। ୨୬/୧୧ ବମ୍ବେ ଆକ୍ରମଣର ପୁନରାବୃତ୍ତି ଯେପରି ନ ହୁଏ ସେଥିଲାଗି ନୌସେନା ସଜାଗ ହୋଇରହିଛି। ତଙ୍ଗ୍‌ଧାର ସେକ୍ଟରରେ ଭାରତୀୟ ସେନାର ଜବାବ ପରେ ପାକିସ୍ତାନର ରେଳମନ୍ତ୍ରୀ ଭାରତକୁ ଆଣବିକ ଆକ୍ରମଣର ଭୟ ଦେଖାଇବା ନେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ ଏପରି ଉତ୍ତର ରଖିଛନ୍ତି।


All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜନସଭାରେ ମିଳୁଛି ୫ ଟଙ୍କାରେ ଚା’!

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ଇତିମଧ୍ୟରେ ଜନସଭାରେ...

ଶପଥ ଗ୍ରହଣ ପୂର୍ବରୁ ଭାଜପା କାର୍ଯ୍ୟାଳୟ ପହଞ୍ଚିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୬ଟାରେ...

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ...

ସ୍ଥିତି ନୁହେଁ ଉପଯୋଗୀ ଶାହିନ ବାଗ୍‌ ଶୁଣାଣି ମାର୍ଚ୍ଚ ୨୩ରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ସ୍ଥିତି ଉପଯୋଗୀ ନ ଥିବାରୁ ଶାହିନ ବାଗ୍‌ ଶୁଣାଣି ଏବେ ହେବନି ବୋଲି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ଶାନ୍ତ...

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ରାଜସ୍ଥାନର ସୁମନ ରାଓ ପିନ୍ଧିଲେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ

ମୁମ୍ବାଇ,୧୬।୬: ଚଳିତ ବର୍ଷର ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ବିଜୟିନୀ ହୋଇଛନ୍ତି ରାଜସ୍ଥାନର ସୁମର ରାଓ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ...

ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

କୋଲକାତା,୧୫ା୬(ପି.ଟି.): ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବା ଲାଗି କାଲକାଟା ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି।...

Leave a comment

Your email address will not be published. Required fields are marked *