ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର ଆଇନ ଅନୁସା ଅପରାଧ । ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ପୁରୁଷମାନଙ୍କୁ ଏକରୁ ଅଧିକ ବିବାହ କରିବାକୁ ପଡିଥାଏ। ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପ୍ରଥମ ପନତ୍ୀ ଏବଂ ଦ୍ୱିତୀୟ ପନତ୍ୀଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ତେବେ ଉଭୟଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯାଏ। ଅପରପକ୍ଷରେ ଯଦି କୌଣସି ପୁରୁଷ ଏକାଧିକ ମହିଳାଙ୍କୁ ବିବାହ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।


All Right Reserved By Dharitri.Com

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ...

୮ ବର୍ଷ ପରେ ବିବାହ ମେସେଜର ଉତ୍ତର ଦେଲେ ଯୁବକ: କହିଲେ ଫୋନ୍‌ ଅପଡେଟ୍‌ ହେଉଥିଲା

ଅଷ୍ଟ୍ରେଲିଆର ୩୬ ବର୍ଷୀୟା ମହିଳା ଜେନିଫର ସେଲି ଏବେ ସୋସିଆଲ ମିଡିଆରେ ଏକ ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହି...

ପାକ୍‌ରେ କୋଠା ଭୁଶୁଡ଼ି ୧୮ ମୃତ

କରାଚୀ,୭ା୩(ପି.ଟି.): ପାକିସ୍ତାନର କରାଚୀରେ ଶୁକ୍ରବାର ଏକ ୩ ମହଲା କୋଠା ଭୁଶୁଡ଼ି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ।...

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

ନିଆରା ପ୍ରତିଯୋଗିତା: ବିବାହ ପୋଷାକରେ ଦୌଡ଼ିଲେ ୩୦୦ ପ୍ରତିଯୋଗୀ, ଜାଣନ୍ତୁ କେତେ ଥିଲା ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌

ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା...

ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକା ହିମ ପାହାଡ଼ରେ ୨୦ କିମି ଫାଟ; ସମୁଦ୍ର ଆଁରେ ଉପକୂଳବର୍ତ୍ତୀ ଅଞ୍ଚଳ

ଓ୍ବାଶିଂଟନ,୨୪।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକା ହିମ ପାହାଡ଼ରେ ୨୦ କିମି ଫାଟ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍‌ ଓ୍ବାର୍ମିଂ...

Leave a comment

Your email address will not be published. Required fields are marked *