Posted inଜାତୀୟ

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫ ଛାତ୍ର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, କ୍ୟାମ୍ପିଅନ୍‌ ସ୍କୁଲ ବସ୍‌ଟି ଶୁକ୍ରବାର ସକାଳୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।


All Right Reserved By Dharitri.Com

ଅକବରୁଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ସାନଭାଇଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅପିଲ୍‌ କଲେ ଓଓ୍ବେସୀ

ହାଇଦ୍ରାବାଦ,୧୧।୬: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ...

ସ୍ତ୍ରୀ ସବୁବେଳେ ଖାଇବାକୁ ଦେଉଥିଲେ ଲଡୁ: ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ସ୍ବାମୀ

ମିରଠ,୨୦।୮: ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଠ ଜିଲାରେ...

ଇଂଲଣ୍ଡ ଯିବା ପୂର୍ବରୁ ଶିରିଡି ସାଇ ଦର୍ଶନ କଲେ କୋଚ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍‌ ମହାସମର। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ...

ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଅନୁଭବ କରନ୍ତି ୭୧% ଭାରତୀୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): ଭାରତରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ରହୁଥିବା ୭୧ ପ୍ରତିଶତ ଲୋକ ଅନୁଭବ କରନ୍ତି। ଟେକ୍ନୋଲୋଜି ପ୍ଲାଟଫର୍ମ ‘ନେଟା ଆପ୍‌’ ଦ୍ୱାରା ଦେଶର ପ୍ରେସ୍‌...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ଖୁବ୍‌ଶୀଘ୍ର ଉବଲବ୍ଧ ହେବ ୧, ୨, ୫, ୧୦,୨୦ ଟଙ୍କିଆ ମୁଦ୍ରା: ସୀତାରାମନ୍‌

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖୁବ୍‌ଶୀଘ୍ର ୧, ୨, ୫, ୧୦ ଓ...

କାନ୍ସରେ ‘ପାରାସାଇଟ୍‌’କୁ ସ୍ବର୍ଣ୍ଣ

କାନ୍ସ,୨୭ା୫(ପି.ଟି): ଦକ୍ଷିଣ କୋରୀୟ ନିର୍ଦ୍ଦେଶକ ବଙ୍ଗ୍‌ ଜୁନ୍‌ ହୋଙ୍କ ‘ପାରାସାଇଟ୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶନିବାର ସନ୍ଧ୍ୟାରେ ୭୨ତମ କାନ୍ସ...

ଲୋକଗୀତ ଗାଇ ପୁଅକୁ ଶେଷ ବିଦାୟ ଦେଲେ ମା’

ରାଜନନ୍ଦଗାଁ,୩।୧୧: ମା’ ସବୁବେଳେ ମା’। କୁହାଯାଏ ସେ ସର୍ବଂସହା। ସନ୍ତାନ ପାଇଁ ମା’ ସବୁକିଛି କରିପାରେ। ଏମିତିକି ନିଜ ଜୀବନକୁ ବାଜି ବି ଲଗାଇପାରେ। ଛତିଶଗଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *