Posted inଜାତୀୟ

ପାର୍ଲାମେଣ୍ଟ ଶୀତ ଅଧିବେଶନ ନଭେମ୍ବର ୧୮ରୁ

ନୂଆଦିଲ୍ଲୀ,୧୭ା୧୦ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟର ଶୀତ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ଯାଏ ଚାଲିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)ର ଏକ ବୈଠକରେ ଅଧିବେଶନର ତାରିଖ ଓ ରଣନୀତି ସ୍ଥିର କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।


All Right Reserved By Dharitri.Com

ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

ନୂଆବର୍ଷରେ ୮ ଲକ୍ଷ ଭକ୍ତ ଶିରିଡି ସାଇ ମନ୍ଦିରକୁ ଦାନ କଲେ ୧୬.୯୩ କୋଟି ଟଙ୍କା

ଶିରିଡି,୪।୧: ଶିରିଡି ସାଇ ମନ୍ଦିରକୁ ନୂଆବର୍ଷ ଉପଲକ୍ଷେ ପ୍ରାୟ ୮ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥିବା ଜଣାପଡିଛି। ଏହି ସମୟରେ ସାଇବାବା ସଂସ୍ଥାନ ଟ୍ରଷ୍ଟ...

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା...

ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ

ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍‌ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ,...

ଉନ୍ନାଓ ପୀଡିତାଙ୍କର ଏମ୍ସରେ ହେବ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୮: ଦୁର୍ଘଟଣାର ଶିକାର ହୋଇ କିଙ୍ଗ ଜର୍ଜସ୍‌ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କର ଚିକିତ୍ସା ଏବେ ଦିଲ୍ଲୀ ସ୍ଥିତ ଅଲ୍‌...

ଆତଙ୍କବାଦୀ ଶରଣକାରୀଙ୍କର ହେବ ପର୍ଦ୍ଦାଫାଶ୍‌: ମୋଦି

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନକୁ କରିଛନ୍ତି ସମାଲୋଚନା। ସେ ପାକିସ୍ତାନର ନାମ ନ ନେଇ କହିଛନ୍ତି ଯେ, ଆତଙ୍କବାଦୀ ଶରଣକାରୀଙ୍କର...

ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀର ୧୧୦ ବର୍ଷୀୟା ଭୋଟର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ନୂଆ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଗ୍ରେଟର କୈଳାଶର...

Leave a comment

Your email address will not be published. Required fields are marked *